News portal website
before header
[URIS id=5393]

ଆଇଆଇଟି ଇଞ୍ଜିନିୟରଙ୍କ ପରଲୋକ

0 148

ଅଷ୍ଟିନ ନ୍ୟୁଜ
ତା-୨୬-୦୮-୨୦୨୩

ବଡ଼ଚଣା ବ୍ଲକ ବରପଡା ଗ୍ରାମର ଶିକ୍ଷା କର୍ମଚାରୀ ଉପେନ୍ଦ୍ର କୁମାର ଜେନାଙ୍କ ସାନ ପୁଅ ତଥା ଯୁବ ଆଇଆଇଟି ଇଞ୍ଜିନିୟର ବିଶ୍ୱରଞ୍ଜନ ଜେନାଙ୍କର ମହାରାଷ୍ଟ୍ର ପୁଣେଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି | ସେ ବର୍ଷେ ହେବ ଫୁସଫୁସ ଜନିତ ସମସ୍ୟାରେ ପୀଡିତ ହୋଇ ପୁନେସ୍ଥିତ ଆଦିତ୍ୟ ବିରଳା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ | ସେ ଜଣେ ମେଧାବୀ ଛାତ୍ର ଭାବେ ଗୌହାଟୀ ଆଇଆଇଟି ରୁ ଏମଟେକ ଡିଗ୍ରୀ ହାସଲ କରିଥିଲେ | ଶେଷଶଯ୍ୟା ନିକଟରେ ବଡଭାଇ ସମରେନ୍ଦ୍ର ଜେନା,ରାଜେନ୍ଦ୍ର ଜେନା,ଭାଉଜ ଏଲୀନା ଓ ନିର୍ଝରିଣୀ ଜେନା ଉପସ୍ଥିତ ଥିଲେ | ସେଠାରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା |

Leave A Reply

Your email address will not be published.