Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ପଥର ବୋଝେଇ ଗାଡି ଜବତ ଜଣେ ଅଟକ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୦୭-୧୦-୨୦୨୨
ଦୀର୍ଘ ଦିନର ବ୍ୟବଧାନ ପରେ,ବାଲିଚନ୍ଦ୍ରପୁର ଥାନା ଜବତ କରିଛି ବେଆଇନ ପଥର ମୂର୍ତ୍ତି ବୋଝେଇ ଗାଡି। ଚାଲାଣ ସମୟରେ ଭୋରୁ ଭୋରୁ ଚଢାଉ କରିଥିଲା, ବାଲିଚନ୍ଦ୍ରପୁର ପୋଲିସ।ଚଣ୍ଡିଆ ପଥର ଖାଦାନରୁ ଟ୍ରାକ୍ଟର ନମ୍ବର ଓଡି-୦୪-ଆର-୨୪୭୬ ରେ ପଥର!-->!-->!-->!-->!-->…
ଆସନ୍ତା ଅଠର ତାରିଖରେ ବିଜଦର ରକ୍ତ ଦାନ ଶିବିର!
ତା-୦୧-ସେପ୍ଟେମ୍ବର-୨୦୨୨
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ବଡଚଣା ବିଜେଡିର ରକ୍ତଦାନ ଶିବିର ପାଇଁ ପ୍ରସୁତି ବୈଠକ। ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ଯକ୍ଷତାରେ ଉଦୟଗିରି ସ୍ଥିତ ବୁଦ୍ଧଦେବ ଜୁନିୟର କଲେଜରେ ଅପରାହ୍ନରେ ବୈଠକ ବସିଥିଲା।ବୈଠକରେ ବ୍ଲକ ଚେୟାରମ୍ୟାନ,ବିଜେଡି!-->!-->!-->!-->!-->…
ମିଡିଆ ଡରାଉଛି ମିଡିଆକୁ!
ଦେଶର ରାଷ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଏବଂ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନେତା ଡିଜିଟାଲ ମିଡିଆକୁ ଗୁରୁତ୍ବପୂର୍ଣ୍ଣ ଦେଉଥିବା ବେଳେ,ସେତେବେଳେ କାହିଁକି ଡିଜିଟାଲ ପ୍ଲାଟଫର୍ମରେ ଖବର ପରିବେଷଣ କରାଯାଇପାରିବ ନାହିଁ?
!-->!-->!-->…
କାଉନସିଲ ନେଲା ସୁମିତ୍ରାର ଦାୟିତ୍ୱ!
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୨୫-୦୮-୨୦୨୨
ଚଳିତ ବର୍ଷ ମହେଶ୍ୱର ମଲ୍ଲ ବିଦ୍ୟାଳୟର ଛାତ୍ରୀ ସୁମିତ୍ରା ପ୍ରଧାନ ଦଶମ ଶ୍ରେଣୀରେ ୫୪୧(ପାଞ୍ଚଶହ ଏକଚାଳିଶ) ନମ୍ବର ରଖି ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ।ସୁମିତ୍ରାଙ୍କ ଘର ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଚନ୍ଦନପୁର!-->!-->!-->!-->!-->…
ଶ୍ରାଦ୍ଧ ବାର୍ଷିକୀରେ;ପ୍ରତ୍ତିମୂର୍ତ୍ତି ଅନାବରଣ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୨୨-୦୮-୨୦୨୨
ଭଜହରି ମହାପାତ୍ର ଓ ରାଧାରାଣୀ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଶେଷ ହୋଇଯାଇଛି।ଭଜହରି ମହାପାତ୍ର ସ୍ମ୍ରୁତି ସଂସଦ ପକ୍ଷରୁ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା। ସଭାରେ!-->!-->!-->!-->!-->…
ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି।
ବଡଚଣା ବ୍ଲକ,ପଲେଇ ବାରବାଟୀ ଅଞ୍ଚଳର,କଂଗ୍ରସର ଦିବଂଗତ ନେତା ବ୍ରଜମୋହନ ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି।ଖଟଆ, ଗରିବ,ମୁଲିଆ, ଶ୍ରମିକର ନେତା ଥିଲେ ଶ୍ରୀଯୁକ୍ତ ସାମଲ। ଧାନମଣ୍ଡଳସ୍ଥିତ କୋଣାର୍କ ଝୋଟକଳ ଟ୍ରେଡ୍ ୟୁନିୟନର ଦୀର୍ଘଦିନ ଧରି ସେ ସଭାପତି ଥିବା!-->…
ସାଉଡିଆ ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୫-ଅଗଷ୍ଚ-୨୦୨୨
ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରିଛି ସାଉଡିଆ ଗ୍ରାମପଞ୍ଚାୟତ।ସରପଞ୍ଚ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
!-->!-->!-->!-->!-->!-->!-->…
ସାଉଡିଆ ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୫-ଅଗଷ୍ଟ-୨୦୨୨
ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ସାଉଡିଆ ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ତୁଷାରକାନ୍ତ ଜେନା,ପତାକା ଉତ୍ତୋଳନ କରିଥିଲେ।
!-->!-->!-->!-->!-->!-->!-->…
ରଇପୁର ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୫-ଅଗଷ୍ଟ-୨୦୨୨
ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ରଇପୁର ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ବ୍ରଜମୋହନ ସାମଲ, ପତାକା ଉତ୍ତୋଳନ କରିଥିଲେ।
!-->!-->!-->!-->!-->!-->!-->!-->!-->…
ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?
ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ!-->…
