ବଡଚଣା ବ୍ଲକ,ପଲେଇ ବାରବାଟୀ ଅଞ୍ଚଳର,କଂଗ୍ରସର ଦିବଂଗତ ନେତା ବ୍ରଜମୋହନ ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି।ଖଟଆ, ଗରିବ,ମୁଲିଆ, ଶ୍ରମିକର ନେତା ଥିଲେ ଶ୍ରୀଯୁକ୍ତ ସାମଲ। ଧାନମଣ୍ଡଳସ୍ଥିତ କୋଣାର୍କ ଝୋଟକଳ ଟ୍ରେଡ୍ ୟୁନିୟନର ଦୀର୍ଘଦିନ ଧରି ସେ ସଭାପତି ଥିବା ବେଳେ, ସମାଜର ଅନେକ ଲୋକଙ୍କୁ ସାହାର୍ଯ୍ୟ ସହଯୋଗ କରିଥିବାର ନଜର ରହି ଆସିଛି।

ଶ୍ରାଦ୍ଧବାର୍ଷିକରେ ବଡଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ,ବିଧାନ ଚନ୍ଦ୍ର ସାମଲ,ଉମାକାନ୍ତ ବଳ, ଦୀପ୍ତିରଞ୍ଜନ ପରିଡ଼ା,ପ୍ରଶାନ୍ତି ସାମଲ, ଶୁଭେନ୍ଦୁ ଭୂଇାଁ, ରବିନ୍ଦ୍ରନାଥ ମହାପାତ୍ର,ଓ ଗ୍ରାମବାସୀ ସାମିଲ ହୋଇ,ଫଟଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
