News portal website
before header
[URIS id=5393]

ପଥର ବୋଝେଇ ଗାଡି ଜବତ ଜଣେ ଅଟକ!

0 218

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୦୭-୧୦-୨୦୨୨

ଦୀର୍ଘ ଦିନର ବ୍ୟବଧାନ ପରେ,ବାଲିଚନ୍ଦ୍ରପୁର ଥାନା ଜବତ କରିଛି ବେଆଇନ ପଥର ମୂର୍ତ୍ତି ବୋଝେଇ ଗାଡି। ଚାଲାଣ ସମୟରେ ଭୋରୁ ଭୋରୁ ଚଢାଉ କରିଥିଲା, ବାଲିଚନ୍ଦ୍ରପୁର ପୋଲିସ।ଚଣ୍ଡିଆ ପଥର ଖାଦାନରୁ ଟ୍ରାକ୍ଟର ନମ୍ବର ଓଡି-୦୪-ଆର-୨୪୭୬ ରେ ପଥର ବୋଝେଇ ହେଇ ଆସୁଥିଲା, ଘଟଣା ସ୍ଥଳରୁ ଦୁଇ ଜଣ ଖସିଯାଇଥିବା ବେଳେ, ସ୍ବାଧୀନ ମଲିକଙ୍କୁ ବାଲିଚନ୍ଦ୍ରପୁର ପୋଲିସ ଅଟକ ରଖିଛି।ପଥର ବୋଝେଇ ଗାଡିକୁ ଜବତ କରି, ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ପୋଲିସ।

Leave A Reply

Your email address will not be published.