News portal website
before header
[URIS id=5393]

ସାଉଡିଆ ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।

0 175

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୫-ଅଗଷ୍ଟ-୨୦୨୨

ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ସାଉଡିଆ ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ତୁଷାରକାନ୍ତ ଜେନା,ପତାକା ଉତ୍ତୋଳନ କରିଥିଲେ।

ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ,ଡିଇଓ ଶ୍ରୀମତୀ ତନୁଜା ସ୍ବାଇଁ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ତାପସ ସେନାପତିଙ୍କ ସମେତ ପ୍ଯାକ୍ସର ଚାଷୀ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ସମୂହ ଜାତୀୟ ସଂଙ୍ଗୀତ ଗାନ କରାଯାଇଥିଲା।ଏହି ସ୍ବାଧୀନତାର ୭୬ ତମ ଦିବସ ଅବସରରେ ସଭାପତି ତୁଷାର କାନ୍ତ ଜେନା ଏବଂ ସମ୍ପାଦକ ପ୍ରଶାନ୍ତ ରାଉତ ପ୍ଯାକ୍ସର ସମସ୍ତ ଚାଷୀ ବୋର୍ଡ ମେମ୍ବର ଏବଂ ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.