News portal website
before header
[URIS id=5393]

ସାଉଡିଆ ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ।

0 195

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୫-ଅଗଷ୍ଚ-୨୦୨୨

ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରିଛି ସାଉଡିଆ ଗ୍ରାମପଞ୍ଚାୟତ।ସରପଞ୍ଚ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ନାଏବ ସରପଞ୍ଚ ଶ୍ରୀମତୀ ଜାନକୀ ସାହୁ,ସମିତିସଭ୍ଯ ସୁରେନ୍ଦ୍ର ସେନାପତି,ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ଜିତେନ୍ଦ୍ର ସାହୁଙ୍କ ସମେତ ପଞ୍ଚାୟତ ମୁରବୀ ତଥା ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ ନଟବର ପରିଡ଼ା, ଚଳିତଥର ସରପଞ୍ଚ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦିତା କରୁଥିବା ବିଜେଡି ନେତା ପ୍ରମୋଦ କୁମାର ସାମଲ, ଯୁବ ବିଜେଡି ସଭାପତି ସତ୍ଯବ୍ରତ ମହାପାତ୍ର,ଜାନକି ବଲ୍ଲଭ ପ୍ରଧାନ,କିଶୋର ଚନ୍ଦ୍ର ସ୍ବାଇଁ,ଖଗେଶ୍ୱର ପରିଡ଼ା, ସମ୍ବୁନାଥ ପରିଡ଼ା,ରିତେଶ ରଞ୍ଜନ ପରିଡ଼ା, ସମରେନ୍ଦ୍ର ପରିଡ଼ା,ଜ୍ଞାନ ରଞ୍ଜନ ପରିଡ଼ା କୁଳମଣି ମଲିକ, ଗିରିଜା ନନ୍ଦନ ମହାପାତ୍ର, କାଳନ୍ଦୀ ଚନ୍ଦ୍ର ଖଣ୍ଡାଇ, ତାପସ ଚନ୍ଦ୍ର ମହାନ୍ତି, ମଦନମୋହନ ଜେନା,ଚୈତନ୍ୟ ମହାପାତ୍ର,ଅଭୟ ମହାପାତ୍ର ଓ ପ୍ରତାପ ମହାନ୍ତି ପଞ୍ଚାୟତ ପରିସର ବୈଠକରେ ଉପସ୍ଥିତ ଥିଲେ।

ସ୍ବାଧୀନତାର ୭୬ ତମ ଦିବସ ଅବସରରେ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ ଏବଂ ସମିତିସଭ୍ୟ ସୁରେନ୍ଦ୍ର ସେନାପତି ପଞ୍ଚାୟତର ସମସ୍ତ ଚାଷୀ, ଗୁରୁ ଗୁରୁଜନ,ଖଟିଖିଆ ମେହନତି ମଣିଷ ଏବଂ ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.