Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-“୩୧୧ ପଞ୍ଚାୟତ ୪୮ ଘଣ୍ଟା ସଟଡାଉନ”-ଯାଜପୁର!
ଅଷ୍ଟିନ୍ ନ୍ୟୁଜ/ଯାଜପୁର
ତା-୩୦-୦୪-୨୦୨୧
ଆର ମାସ ଅର୍ଥାତ୍ ମେ ୧ ତାରିଖ ମଧ୍ଯ ରାତ୍ରରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ସଟଡାଉନ।ଏଭଳି ନିଷ୍ପତ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନେଇଛନ୍ତି।
ଯାଜପୁର ଜିଲ୍ଲାପାଳ!-->!-->!-->!-->!-->!-->!-->…
ଆଉ ବିକ୍ରିହେଉ ନାହିଁ ସ୍ମାର୍ଟଫୋନ;ମାନ୍ଦାବସ୍ଥାରେ କମ୍ପାନୀ
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୩୦/୦୪/୨୦୨୧
ଚିନ୍ତା ରେ ସ୍ମାର୍ଟଫୋନ୍ କଂପାନି ଗତ ବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର!-->!-->!-->!-->!-->…
କୋଭିଡ ଟୀକା ୩୦୦ଟଙ୍କା କମିଲା
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୩୦/୦୪/୨୦୨୧
ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭିସିଲ୍ ଟିକାର ଦାମ ହ୍ରାସ କରିଥିବା ବେଳେ ଗୁରୁବାର କୋଭାfନ ଟିକା ପ୍ରସ୍ତୁତ କରିଥିବା ଭାରତ | ବାୟୋଟେକ ସମାଜ ପଦକ୍ଷେପ ନେଇଛି। ଗୁରୁବାର ଭାରତ ବାୟୋଟେକ |
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
ଭୁବନେଶ୍ୱର କୋର୍ଟରେ କୋଭିଡ ପଜେଟିଭ ଚିହ୍ନଟ:ସିଲ କଲା ବିଏମସି।
ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ୱର
ତା-୨୯-୦୪-୨୦୨୧
ଭୁବନେଶ୍ବର କୋର୍ଟକୁ ସିଲ୍ କଲା ବିଏମ୍ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍ କରିଛି ବିଏମ୍ସି।
!-->!-->!-->!-->!-->!-->!-->…
ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ; ଦିନକରେ ବଢିଲା ୨୩୧୩।
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୯/୦୪/୨୦୨୧
ରାଜଧାନୀରେ ରେକର୍ଡ ବ୍ରେକିଂ ସଂକ୍ରମଣ । ଦିନକରେ ବଢିଲା ୨୩୧୩ । କରୋନାର ଏ ଲମ୍ବଡିଆଁ ଛାତି ଥରାଇଲା ଭଳି । ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା କଥାକୁ ଖୋଦ୍ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଛି ।!-->!-->!-->!-->!-->…
ତାତିରୁ ମିଳିବ ତ୍ରାହି, ଅନେକ ସ୍ଥାନରେ କାଳବୈଶାଖି ଓ ଧୂଳିଝଡ ଆଶଙ୍କା।
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୯/୦୪/୨୦୨୧
ତାତିରୁ ମିଳିବ ତ୍ରାହି । ଭୀଷଣ ଗରମରୁ ମିଳିବ ମୁକ୍ତି । ଗୁରୁବାରଠାରୁ ରାଜ୍ୟରେ କାଳବୈଶାଖୀ ବଢ଼ିବା ସହ ତାପମାତ୍ରା କମିବ । ଆସନ୍ତା ୨-୩ ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିବା!-->!-->!-->!-->!-->…
ପେନସନ ଅଭିଯୋଗ ପଞ୍ଜୀକରଣ ତାରିଖ ବଢିଲା।
ଭୁବନେଶ୍ୱର/ଅଷ୍ଟିନ୍ ନ୍ୟୁଜ୍
ତା-୨୮-୦୪-୨୦୨୧
HRMC ପୋର୍ଟାଲରେ ପେନସନ ସମ୍ବଦ୍ଧୀୟ ଅଭିଯୋଗ କରିପାରିବେ
ପେନସନ ସମ୍ବନ୍ଧୀୟ କୌଣସି ବି ଅସୁବିଧା ନିମନ୍ତେ ଆପଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ। ଏହାର ସ୍ଥାୟୀ ସମାଧାନ ନିମନ୍ତେ ସ୍ବତନ୍ତ୍ର!-->!-->!-->!-->!-->!-->!-->…
ଭୁନେଶ୍ୱରର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ସିଲ୍ କଲା ଵିଏମସି ।
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୮/୦୪/୨୦୨୧
ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ୍ । ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍ କଲା!-->!-->!-->!-->!-->…
ହାଇକୋର୍ଟଙ୍କ ଛାଟ ପରେ ଆହୁରି କଠୋର ହେଲେ ନିର୍ବାଚନ କମିଶନର
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୮/୦୪/୨୦୨୧
ମାଡ୍ରାସ ହାଇକୋର୍ଟଙ୍କ ଛାଟ ପରେ ନିର୍ବାଚନ କମିଶନ ଆହୁରି ଆଇନ୍ କଡ଼ାକଡ଼ି କରିଛନ୍ତି। ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍!-->!-->!-->!-->!-->…
ଟିକା ନେବା ପରେ ବି ନିୟମ ମାନିବା ଜରୁରି: RMRC ନିର୍ଦ୍ଦେଶିକା
ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର
୨୮/୦୪/୨୦୨୧
ଚିନ୍ତା ବଢାଇଛି ନୂଆ ଭେରିଆଣ୍ଟ । ସଚେତନ ଅଭାବରୁ ରାଜ୍ୟରେ ମାଡି ଚାଲିଛି କରୋନା ମହାମାରୀ । ଏଣୁ ନିୟମ ମାନିବା ସହ ଅଧିକ ସତର୍କତା ନିହାତି ଜରୁରୀ ବୋଲି ବୁଧବାର ଦିନ କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।ଏକ ସାମ୍ବାଦିକ!-->!-->!-->!-->!-->…
