News portal website
before header
[URIS id=5393]

ଭୁନେଶ୍ୱରର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ସିଲ୍ କଲା ଵିଏମସି ।

0 190

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

Notice

୨୮/୦୪/୨୦୨୧

ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍‌ବର ମ୍ୟୁନିସିପାଲିଟି କର୍ପୋରେସନ୍‌ । ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍‌ କଲା ବିଏମ୍‌ସି । ବାରମ୍ବାର ଚେତାଇବା ପରେ ମଧ୍ୟ ଲୋକମାନେ ଗାଇଡ୍‌ଲାଇନ୍‌ ମାନୁନଥିବାରୁ ବିଏମସି ଏଭଳି ପଦକ୍ଷେପ ନେଇଛି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ ପରେ ବିଏମସି ଏବଂ କମିସନରେଟ୍‌ ପୋଲିସ ପକ୍ଷରୁ ମଳିତ ଚଢଉ କରାଯାଇଥିଲା । ଚଢଉ ବେଳେ ଲୋକମାନେ କୋଭିଡ୍ ନିୟମକୁ ଫୁ କରି ପ୍ରବଳ ଭିଡ ଜମାଇଥିଲେ । ତେବେ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ କରିଛି ବଏମସି । ତେବେ ୪୮ ଘଣ୍ଟା ପରେ ମଧ୍ୟ ବନ୍ଦ ରହିବ ମାର୍କେଟ୍‌ । ଗୁରୁବାର ଏବଂ ଶୁକ୍ରବାର ମାର୍କେଟ୍‌ ବିଲ୍ଡିଂ ସିଲ ଥିବାରୁ ବନ୍ଦ ରହିବ । ଏହା ପରେ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ମାର୍କେଟ୍‌ ବନ୍ଦ ରହିବ । ଆସନ୍ତା ସୋମବାର ଦିନ ଠାରୁ ସ୍ବାଭାବିକ ହେବ ମାର୍କେଟ୍‌ ବିଲ୍ଡିଂ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.