ଭୁବନେଶ୍ୱର/ଅଷ୍ଟିନ୍ ନ୍ୟୁଜ୍

ତା-୨୮-୦୪-୨୦୨୧
HRMC ପୋର୍ଟାଲରେ ପେନସନ ସମ୍ବଦ୍ଧୀୟ ଅଭିଯୋଗ କରିପାରିବେ
ପେନସନ ସମ୍ବନ୍ଧୀୟ କୌଣସି ବି ଅସୁବିଧା ନିମନ୍ତେ ଆପଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ। ଏହାର ସ୍ଥାୟୀ ସମାଧାନ ନିମନ୍ତେ ସ୍ବତନ୍ତ୍ର ପେନସନ ଅଦାଲତର ବ୍ଯବସ୍ଥା କରାଯାଇଛି।
ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ବତନ୍ତ୍ର ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଗ୍ରହଣ ତାରିଖକୁ ୩୦ ଏପ୍ରିଲରୁ ୧୫ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫୌଜଦାରୀ, ଭିଜିଲାନ୍ସ ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନଥିବା କର୍ମଚାରୀମାନେ ଏଚଆରଏମଏସ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ।

ଏନେଇ ରାଜ୍ଯ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

