Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ସିଏମସି ଜାରିକଲା ସତର୍କ ସୂଚନା!
କଟକ
ତା-୨୧-୦୨-୨୦୨୧
କଟକ ସହରରେ ପିଠାପୁର ଯୋବ୍ରା ଓ ମଧୁପାଟଣା ଅଞ୍ଚଳରୁ ଜଣେ ଲେଖାଏଁ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସାମାଜିକ ଦୂରତା ଓ ମାଷ୍କ ବ୍ଯବହାର କରିବା ପାଇଁ କଟକ ମହାନଗର ନିଗମ ତରଫରୁ ସତର୍କ ସୂଚନା ଜାରି କରିଯାଇଛି।
ଅଧିକ ଖବର!-->!-->!-->!-->!-->!-->!-->…
ଡିଜିଟାଲ୍ ଡ୍ରାଇଭରେ ବବି।
ଭୁବନେଶ୍ୱର
ତା-୨୧-୦୨-୨୦୨୧
ଗତ ତା-୨୦-୦୨-୨୦୨୧ରିଖ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଡ୍ରାଇଭ ୱାର୍କସପ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ!-->!-->!-->!-->!-->…
ଜଗନ୍ନାଥ ସଂସ୍କୃତି ପରିଷଦର ମାଗଣା ସ୍ବାସ୍ଥ୍ଯ ଶିବିର।
ଜଗତସିଂହପୁର
ତା-୨୧-୦୨-୨୦୨୧
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଜଗତସିଂହପୁର ଜିଲ୍ଲା ତିମିରା, ବିରଡି, ଠାରେ ୨୦.୦୨.୨୦୨୧ ତାରିଖରେ କରାଯାଇଅଛି, ଏଥିରେ ମାଗଣା ହୋମିଓପାଥି ଚିକିତ୍ସା, ଆୟୁର୍ବେଦିକ, ରକ୍ତ!-->!-->!-->!-->!-->…
ସ୍ଥାୟୀ ନିଯୁକ୍ତି ଦାବୀରେ କୋଭିଡ ସ୍ୱାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ।
ଭୁବନେଶ୍ୱର
ତା- ୨୦-୦୨-୨୦୨୧ ରିଖ
କୋଭିଡ କେୟାର ହୋମରେ ଓଡ଼ିଶାର ଜନସାଧାରଣ ଙ୍କୁ ଦିନରାତି ସେବା ଯୋଗାଇ ଦେଇଥିବା ଏଏନଏମ ସ୍ଵାସ୍ଥ୍ୟ କର୍ମୀ ମାନେ ଆଜକୁ 91 ଦିନ ଧରି ପ୍ରଚଣ୍ଡ ଶୀତ କାକରରେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି କିନ୍ତୁ ରାଜ୍ୟ!-->!-->!-->!-->!-->…
ଶ୍ରୀ ସିଦ୍ଧ ମହାପୁରୁଷ ମଠରେ ଭାଗବତ ସପ୍ତାହ ଉଦଯାପିତ।
ଯାଜପୁର
ତା-୧୯-୦୨-୨୦୨୧
ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଅନ୍ତର୍ଗତ ରଇପୁର ଗ୍ରାମର ଶ୍ରୀ ସିଦ୍ଧ ମହାପୁରୁଷ ମଠ(ପଥରନାସୀ)ରେ ଗତ ତା ୧୩ ରୁ ୧୯ ରିଖ ଦୀର୍ଘ ୭ ଦିନ ଧରି ଭାଗବତ ସପ୍ତାହ ହୋଇଯାଇଛି।
ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଭାବବତ ସପ୍ତାହ ବସିବା ସହ!-->!-->!-->!-->!-->!-->!-->!-->!-->…
ବିଦାୟ ବାଗଦେବୀ।
ଯାଜପୁର
ତା-୧୭-୦୨-୨୦୨୧
ଧରାପୃଷ୍ଠରୁ ବିଦାୟ ନେଲେ ମାଆ ବାଗଦେବୀ।ପୁଣି ଆଉ ଏକ ବର୍ଷକୁ ଅପେକ୍ଷା।ମେଲାଣି ଦଉଥାନ୍ତି ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ। କରୋନା କଟକଣାକୁ ନଜର ରଖି ଶିକ୍ଷାନୁଷ୍ଠାନ ଗୁଡିକରେ ସମ୍ପୂର୍ଣ୍ଣ ଭାବରେ ପୂଜାକୁ ବନ୍ଦ କରାଯାଇଥିବା ବେଳେ, ସାଉଡିଆ ପଞ୍ଚାୟତ!-->!-->!-->!-->!-->…
ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ।
ଭୁବନେଶ୍ବର
ତା.୧୬.୦୨.୨୦୨୧
ଟ୍ରାଫିକ ଅଡିଟୋରିୟମ ଠାରେ, ହେଲ୍ପମେଟ ଓ ଭୁବନେଶ୍ୱର ତରଫରୁ ରାଜ୍ୟ ସ୍ତରୀୟ କାରୋନା ଯୋଦ୍ଧା ସମ୍ମାନ ୨୦୨୧ ଓ ଶ୍ରୀସେବା ସମ୍ମାନ ପ୍ରଦାନ କରାଯାଇଛି।
କଟକ ଆଡିସନାଲ ଡସିପି ଡ.କିଶୋର କୁମାର ପାଣିଗ୍ରାହୀ, ଏସିପି ଦେବଜ୍ୟୋତି ଦାସ!-->!-->!-->!-->!-->!-->!-->!-->!-->…
ନିଖୋଜ ପୋଷ୍ଟର ଅଧିକ ଲଗାଇବା ପାଇଁ, ଅନୁରୋଧ କଲେ ଅପରାଜିତା।
ଭୁବନେଶ୍ୱର
ତା-୧୫-୦୨-୨୦୨୧
ଭୁବନେଶ୍ୱରରେ ପହଞ୍ଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଜାନୁଆରୀ ୨୯ରୁ ଫେବୃଆରୀ ୧୩ ଯାଏ,ମୁଁ ସଂସଦର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଥିଲି। ଯେଉଁମାନେ ନିଖୋଜ ପୋଷ୍ଟର ଲାଗେଇଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ।
!-->!-->!-->!-->!-->!-->!-->…
ସହିଦ ବୀରଙ୍କୁ ସଲାମ।
ଭୁବନେଶ୍ୱର
ତା-୧୪-୦୨-୨୦୨୧
ପାକିସ୍ତାନର ପୁଲୱାମା ପାପକୁ ପୂରିଲା ଦୁଇ ବର୍ଷ।ଦେଶ ଯେତେବେଳେ ପ୍ରେମର ପର୍ବ ପାଳୁଥିଲା ସୀମାରୁ ଶୁଭିଥିଲା ଭୟଙ୍କର ଶବ୍ଦ। ଅଭିଶପ୍ତ ଅପରାହ୍ନରେ ଆତତାୟୀଙ୍କ ଅନ୍ଧାଧୁନ ଆକ୍ରମଣରେ ସହିଦ ହୋଇଥିଲେ ୪୦ ବୀର ଯବାନ। ଆଜି ବି ସେ ମୁହୂର୍ତ୍ତ!-->!-->!-->!-->!-->…
ଆରମ୍ଭ ହେଲା ନମ୍ବର ଓ୍ବାନ ପର୍ବର ଶୁଭେଛା।
ଭୁବନେଶ୍ୱର
ତା-୧୬-୦୧-୨୦୨୧
ଏବିପି ରିପୋର୍ଟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହେଲା ପରେ, ଅସଂଖ୍ୟ ଶୁଭେଚ୍ଛା ବାର୍ତ୍ତା, ଶୁଭକାମନାର ଶୁଅ ଛୁଟୁଛି।
ହଜାର ହଜାର ବିଜୁ ଯୁବ ଛାତ୍ର , ବିଜୁ ଯୁବ ଜନତା ଦଳର, ଛାତ୍ର, ଯୁବ!-->!-->!-->!-->!-->!-->!-->!-->!-->…
