ଭୁବନେଶ୍ୱର

ତା-୧୫-୦୨-୨୦୨୧
ଭୁବନେଶ୍ୱରରେ ପହଞ୍ଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଜାନୁଆରୀ ୨୯ରୁ ଫେବୃଆରୀ ୧୩ ଯାଏ,ମୁଁ ସଂସଦର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଥିଲି। ଯେଉଁମାନେ ନିଖୋଜ ପୋଷ୍ଟର ଲାଗେଇଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ।
ପୁଣି ସଂସଦର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମୁଁ ମାର୍ଚ୍ଚ 8ରୁ ଏପ୍ରିଲ 8 ଯାଏ ପୁଣି ସଂସଦରେ ଥିବି। ସେଠାରେ ମତେ କହିବାକୁ ପଡ଼ିବ। ଏହା ମୋ ଦାୟିତ୍ୱ। ମତେ ଓଡ଼ିଶାବାସୀ ମନେ ପଡ଼ନ୍ତି। ଅନୁରୋଧ କରୁଛି, ମାର୍ଚ୍ଚ 8ରୁ ଏପ୍ରିଲ 8 ଯାଏ ପ୍ରତି ଗଳି କନ୍ଦିରେ ପୋଷ୍ଟର ଲଗାନ୍ତୁ। ଏଥର ପୋଷ୍ଟର ବହୁତ କମ ଲାଗୁଥିଲା।By law ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିବି ବୋଲି ସୂଚନା ଦେଇଛନ୍ତି।ଅପରାଜିତା ଷଡ଼ଙ୍ଗୀ।

ସୂଚନାଯୋଗ୍ୟ କିଛିଦିନ ତଳେ ଭୂବନେଶ୍ୱରର ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ସାସଂଦ ନିଖୋଜ ବୋଲି ପୋଷ୍ଟର ଲଗାଯାଇଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜ୍ଯ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟୁଇଟ କରିଥିଲେ। ଏହାର ପ୍ରତି ଉତ୍ତର ମଧ୍ଯ ଶ୍ରୀମତୀ ଷଡଙ୍ଗୀ ରଖିଥିଲେ।
ଅଧିକ ଖବର ଜାଣିବା ପାଇଁ ଆମର ଚ୍ଯାନେଲକୁ Like, Follow,Share,Comment କରନ୍ତୁ। Also Follow Us On
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
