କଟକ

ତା-୨୧-୦୨-୨୦୨୧
କଟକ ସହରରେ ପିଠାପୁର ଯୋବ୍ରା ଓ ମଧୁପାଟଣା ଅଞ୍ଚଳରୁ ଜଣେ ଲେଖାଏଁ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସାମାଜିକ ଦୂରତା ଓ ମାଷ୍କ ବ୍ଯବହାର କରିବା ପାଇଁ କଟକ ମହାନଗର ନିଗମ ତରଫରୁ ସତର୍କ ସୂଚନା ଜାରି କରିଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ପେଜ୍ କୁ Like, Follow,Share,Comment କରନ୍ତୁ।Also Follow us….
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
