News portal website
before header
[URIS id=5393]

ଆରମ୍ଭ ହେଲା ନମ୍ବର ଓ୍ବାନ ପର୍ବର ଶୁଭେଛା।

0 285

ଭୁବନେଶ୍ୱର

Notice

ତା-୧୬-୦୧-୨୦୨୧

ଏବିପି ରିପୋର୍ଟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହେଲା ପରେ, ଅସଂଖ୍ୟ ଶୁଭେଚ୍ଛା ବାର୍ତ୍ତା, ଶୁଭକାମନାର ଶୁଅ ଛୁଟୁଛି।

ହଜାର ହଜାର ବିଜୁ ଯୁବ ଛାତ୍ର , ବିଜୁ ଯୁବ ଜନତା ଦଳର, ଛାତ୍ର, ଯୁବ ନେତୃତ୍ବ, ରାଜ୍ଯ ବିଜେଡି କାର୍ଯ୍ଯାଳୟରୁ ବିରାଟ ପଟୁଆରରେ ବାହାରି, ନବୀନ ନିବାସ ଯାଇ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ, ଧନ୍ଯବାଦ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ବ୍ଯୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ ଉପସ୍ଥିତ ରହି ଯୁବ ବର୍ଗଙ୍କୁ ଉତ୍ସାହିତ କରିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

http://www.austinnews.in

https://www.facebook.com/AustinNewsMedia/

https://www.youtube.com/AustinNewsMedia

https://twitter.com/AustinNewsMedia?s=09

Leave A Reply

Your email address will not be published.