ଯାଜପୁର

ତା-୧୭-୦୨-୨୦୨୧
ଧରାପୃଷ୍ଠରୁ ବିଦାୟ ନେଲେ ମାଆ ବାଗଦେବୀ।ପୁଣି ଆଉ ଏକ ବର୍ଷକୁ ଅପେକ୍ଷା।ମେଲାଣି ଦଉଥାନ୍ତି ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ। କରୋନା କଟକଣାକୁ ନଜର ରଖି ଶିକ୍ଷାନୁଷ୍ଠାନ ଗୁଡିକରେ ସମ୍ପୂର୍ଣ୍ଣ ଭାବରେ ପୂଜାକୁ ବନ୍ଦ କରାଯାଇଥିବା ବେଳେ, ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର ଯୁବଗୋଷ୍ଠୀ ଗତକାଲି, ମାଆଙ୍କୁ ପୂଜା କରିଥିଲେ।
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like, Follow,Share,Comment କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
