News portal website
before header
[URIS id=5393]

ଡିଜିଟାଲ୍ ଡ୍ରାଇଭରେ ବବି।

0 580

ଭୁବନେଶ୍ୱର

Notice

ତା-୨୧-୦୨-୨୦୨୧

ଗତ ତା-୨୦-୦୨-୨୦୨୧ରିଖ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଡ୍ରାଇଭ ୱାର୍କସପ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମେତ ରାଜ୍ଯର ବିଭିନ୍ନ ଅଞ୍ଚଳର ବିଜୁ ଜନତା ଦଳର ବିଧାୟକ, ନେତା, ଛାତ୍ରନେତା, ଯୁବନେତା।

ଯାଜପୁର ବିଧାୟକ ତାଙ୍କର ଅଭିଭାଷଣରେ କହିଥିଲେ ଯେ ବିଜୁ ଛାତ୍ର ଜନତା ଦଳର ସମାବେଶରେ ଯୁବଗୋଷ୍ଠୀଙ୍କ ସହ ମିଶି ମୁଁ ଅତ୍ୟନ୍ତ ଉତ୍ସାହିତ। ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ନୂଆ ଓଡ଼ିଶା ଗଠନ ଦିଗରେ ଆଗେଇ ଯିବା ପାଇଁ ସେମାନଙ୍କ ମଧ୍ୟରେ ଥିବା ନିଷ୍ଠା ଓ ଉତ୍ସାହ ଆମ ସଂକଳ୍ପକୁ ଆହୁରି ଦୃଢ କରିଛି।ଏହା ସହ ଆଗକୁ କିଭଳି ଲୋକଙ୍କ ପାଖେ ଡିଜିଟାଲ ମାଧ୍ୟମରେ ଅଧିକରୁ ଅଧିକ ପହଞ୍ଚି ହେବ ସେ ଦିଗ ପ୍ରତି ଆଲୋଚନା ହୋଇଥିଲା।

ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like, Follow,Share,Comment କରନ୍ତୁ।Also Follow us…..

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.