ଜଗତସିଂହପୁର

ତା-୨୧-୦୨-୨୦୨୧
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଜଗତସିଂହପୁର ଜିଲ୍ଲା ତିମିରା, ବିରଡି, ଠାରେ ୨୦.୦୨.୨୦୨୧ ତାରିଖରେ କରାଯାଇଅଛି, ଏଥିରେ ମାଗଣା ହୋମିଓପାଥି ଚିକିତ୍ସା, ଆୟୁର୍ବେଦିକ, ରକ୍ତ ପରୀକ୍ଷା, ଏସଜି ହସ୍ପିଟାଲ ତରଫରୁ ଆଖି ପରୀକ୍ଷା, ଦାନ୍ତ ପରୀକ୍ଷା, ଓ କାନର ପରୀକ୍ଷା କରାଯାଇଥିଲା, ଅଭିଜ୍ଞ ଡାକ୍ତର ଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କ୍ରମ ହୋଇଥିଲା।

ପ୍ରାୟ ୧୪୦ ଜଣ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ, ଆଜିର କାର୍ଯ୍ୟକ୍ରମ ରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ବାବାଜୀ ବିଶ୍ଵାଳ, ମଧୁସ୍ମିତା ବିଶ୍ଵାଳ, ଲଲିତ ମୋହନ ପଣ୍ଡା,ଉମାନାଥ ମିଶ୍ର, ଅଚ୍ୟୁତ ପ୍ରସାଦ ବେହେରା, ଡ ସଂଜିତ ପଣ୍ଡା, ଡ ରବିନ୍ କର, ଡ ସୁରେନ୍ଦ୍ର ସାହୁ, ଡ ପତି, ରାହୁଲ ପଲେଇ, ପ୍ରକାଶ ନାୟକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ପେଜ୍ କୁ Like, Follow,Share,Comment କରନ୍ତୁ। Also Follow Us………
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
