News portal website
before header
[URIS id=5393]

ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ।

0 252

ଭୁବନେଶ୍ବର

Notice

ତା.୧୬.୦୨.୨୦୨୧

ଟ୍ରାଫିକ ଅଡିଟୋରିୟମ ଠାରେ, ହେଲ୍ପମେଟ ଓ ଭୁବନେଶ୍ୱର ତରଫରୁ ରାଜ୍ୟ ସ୍ତରୀୟ କାରୋନା ଯୋଦ୍ଧା ସମ୍ମାନ ୨୦୨୧ ଓ ଶ୍ରୀସେବା ସମ୍ମାନ ପ୍ରଦାନ କରାଯାଇଛି।

କଟକ ଆଡିସନାଲ ଡସିପି ଡ.କିଶୋର କୁମାର ପାଣିଗ୍ରାହୀ, ଏସିପି ଦେବଜ୍ୟୋତି ଦାସ ଆଜିର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସଭାପତି ଡ ଅଞ୍ଜଳି ତ୍ରିପାଠୀ, ସମ୍ପାଦିକା ନିବେଦିତା ଭଞ୍ଜ, ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ଏହି ସମ୍ମାନ ପ୍ରଦାନ ଆହୁରି ଆଗକୁ ବଢିବା ନିମନ୍ତେ ସାହାଯ୍ୟ କରିବ ବୋଲି ସମ୍ମାନିତ ଯୋଦ୍ଧା ମାନେ ମତବ୍ୟକ୍ତ କରିଛନ୍ତି।ମୁଖ୍ୟ ଅତିଥି ତଥା ହେଲ୍ପମେଟର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ପେଜକୁ Like, Share, Follow Comment କରନ୍ତୁ। Also Follow Us On

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.