News portal website
before header

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-“୩୧୧ ପଞ୍ଚାୟତ ୪୮ ଘଣ୍ଟା ସଟଡାଉନ”-ଯାଜପୁର!

ଅଷ୍ଟିନ୍ ନ୍ୟୁଜ/ଯାଜପୁର ତା-୩୦-୦୪-୨୦୨୧ ଆର ମାସ ଅର୍ଥାତ୍ ମେ ୧ ତାରିଖ ମଧ୍ଯ ରାତ୍ରରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ସଟଡାଉନ।ଏଭଳି ନିଷ୍ପତ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନେଇଛନ୍ତି। ଯାଜପୁର ଜିଲ୍ଲାପାଳ…

ଆଉ ବିକ୍ରିହେଉ ନାହିଁ ସ୍ମାର୍ଟଫୋନ;ମାନ୍ଦାବସ୍ଥାରେ କମ୍ପାନୀ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୩୦/୦୪/୨୦୨୧ ଚିନ୍ତା ରେ ସ୍ମାର୍ଟଫୋନ୍‌ କଂପାନି ଗତ ବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର…

କୋଭିଡ ଟୀକା ୩୦୦ଟଙ୍କା କମିଲା

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୩୦/୦୪/୨୦୨୧ ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭିସିଲ୍ ଟିକାର ଦାମ ହ୍ରାସ କରିଥିବା ବେଳେ ଗୁରୁବାର କୋଭାfନ ଟିକା ପ୍ରସ୍ତୁତ କରିଥିବା ଭାରତ | ବାୟୋଟେକ ସମାଜ ପଦକ୍ଷେପ ନେଇଛି। ଗୁରୁବାର ଭାରତ ବାୟୋଟେକ | ଅଷ୍ଟିନ୍ ନ୍ୟୁଜ୍ ରେ…

ଭୁବନେଶ୍ୱର କୋର୍ଟରେ କୋଭିଡ ପଜେଟିଭ ଚିହ୍ନଟ:ସିଲ କଲା ବିଏମସି।

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ୱର ତା-୨୯-୦୪-୨୦୨୧ ଭୁବନେଶ୍ବର କୋର୍ଟକୁ ସିଲ୍‌ କଲା ବିଏମ୍‌ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍‌ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍‌ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍‌ କରିଛି ବିଏମ୍‌ସି। …

ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ; ଦିନକରେ ବଢିଲା ୨୩୧୩।

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୨୯/୦୪/୨୦୨୧ ରାଜଧାନୀରେ ରେକର୍ଡ ବ୍ରେକିଂ ସଂକ୍ରମଣ । ଦିନକରେ ବଢିଲା ୨୩୧୩ । କରୋନାର ଏ ଲମ୍ବଡିଆଁ ଛାତି ଥରାଇଲା ଭଳି । ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା କଥାକୁ ଖୋଦ୍ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଛି ।…

ତାତିରୁ ମିଳିବ ତ୍ରାହି, ଅନେକ ସ୍ଥାନରେ କାଳବୈଶାଖି ଓ ଧୂଳିଝଡ ଆଶଙ୍କା।

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୨୯/୦୪/୨୦୨୧ ତାତିରୁ ମିଳିବ ତ୍ରାହି । ଭୀଷଣ ଗରମରୁ ମିଳିବ ମୁକ୍ତି । ଗୁରୁବାରଠାରୁ ରାଜ୍ୟରେ କାଳବୈଶାଖୀ ବଢ଼ିବା ସହ ତାପମାତ୍ରା କମିବ । ଆସନ୍ତା ୨-୩ ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିବା…

ପେନସନ ଅଭିଯୋଗ ପଞ୍ଜୀକରଣ ତାରିଖ ବଢିଲା।

ଭୁବନେଶ୍ୱର/ଅଷ୍ଟିନ୍ ନ୍ୟୁଜ୍ ତା-୨୮-୦୪-୨୦୨୧ HRMC ପୋର୍ଟାଲରେ ପେନସନ ସମ୍ବଦ୍ଧୀୟ ଅଭିଯୋଗ କରିପାରିବେ ପେନସନ ସମ୍ବନ୍ଧୀୟ କୌଣସି ବି ଅସୁବିଧା ନିମନ୍ତେ ଆପଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ। ଏହାର ସ୍ଥାୟୀ ସମାଧାନ ନିମନ୍ତେ ସ୍ବତନ୍ତ୍ର…

ଭୁନେଶ୍ୱରର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ସିଲ୍ କଲା ଵିଏମସି ।

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୨୮/୦୪/୨୦୨୧ ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍‌ବର ମ୍ୟୁନିସିପାଲିଟି କର୍ପୋରେସନ୍‌ । ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍‌ କଲା…

ହାଇକୋର୍ଟଙ୍କ ଛାଟ ପରେ ଆହୁରି କଠୋର ହେଲେ ନିର୍ବାଚନ କମିଶନର

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୨୮/୦୪/୨୦୨୧ ମାଡ୍ରାସ ହାଇକୋର୍ଟଙ୍କ ଛାଟ ପରେ ନିର୍ବାଚନ କମିଶନ ଆହୁରି ଆଇନ୍ କଡ଼ାକଡ଼ି କରିଛନ୍ତି। ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍…

ଟିକା ନେବା ପରେ ବି ନିୟମ ମାନିବା ଜରୁରି: RMRC ନିର୍ଦ୍ଦେଶିକା

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ୨୮/୦୪/୨୦୨୧ ଚିନ୍ତା ବଢାଇଛି ନୂଆ ଭେରିଆଣ୍ଟ । ସଚେତନ ଅଭାବରୁ ରାଜ୍ୟରେ ମାଡି ଚାଲିଛି କରୋନା ମହାମାରୀ । ଏଣୁ ନିୟମ ମାନିବା ସହ ଅଧିକ ସତର୍କତା ନିହାତି ଜରୁରୀ ବୋଲି ବୁଧବାର ଦିନ କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।ଏକ ସାମ୍ବାଦିକ…