Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ!
https://youtu.be/_axaHh9bf6I?si=sDGgzNxElVl1G_RJ
ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସାଉଡ଼ିଆ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବଡବାଲିକୁଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବା!-->!-->!-->!-->!-->…
ଧର୍ମଶାଳା ବାଣୀପୀଠରେ ଅବ୍ୟବସ୍ଥା
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ଧର୍ମଶାଳା ବ୍ଲକର ସର୍ବପୁରାତନ ହାଇସ୍କୁଲ ଧର୍ମଶାଳା ବାଣୀପୀଠରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ କିମ୍ବା ପ୍ରାର୍ଥନା କରିବାକୁ ସଭାଗୃହ ନାହିଁ | ଖରାବର୍ଷାରେ ସାଇକେଲ ରହି ଖରାପ ହେଉଛି | ଖୋଲା ଆକାଶ ତଳେ ଛାତ୍ରଛାତ୍ରୀ ପ୍ରାର୍ଥନା!-->!-->!-->…
ଅଙ୍ଗନ ବାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରେ ପୋକ ସାଲୁବାଲୁ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡା ପଞ୍ଚାୟତ ଗୁଣ୍ଡୁରୀଵାରୀ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ ସୁଜି- ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଭାବକ ଅଙ୍ଗନବାଡି କେନ୍ଦ୍ରରେ ଅଭିଯୋଗ କରିଛନ୍ତି | ଏଠାରେ ହାଲୁଆ ପ୍ୟାକେଟକୁ!-->!-->!-->…
ଆଇଆଇଟି ଇଞ୍ଜିନିୟରଙ୍କ ପରଲୋକ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ବଡ଼ଚଣା ବ୍ଲକ ବରପଡା ଗ୍ରାମର ଶିକ୍ଷା କର୍ମଚାରୀ ଉପେନ୍ଦ୍ର କୁମାର ଜେନାଙ୍କ ସାନ ପୁଅ ତଥା ଯୁବ ଆଇଆଇଟି ଇଞ୍ଜିନିୟର ବିଶ୍ୱରଞ୍ଜନ ଜେନାଙ୍କର ମହାରାଷ୍ଟ୍ର ପୁଣେଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି | ସେ ବର୍ଷେ ହେବ ଫୁସଫୁସ ଜନିତ!-->!-->!-->…
ଏଯାଏଁ ସମ୍ପୂର୍ଣ୍ଣ ହେଇନି ମିନି ଷ୍ଟାଡିଅମ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ବଡ଼ଚଣା ବ୍ଲକର ଛତିଆ ନିକଟ ପାଇକରାପୁରଠାରୁ ଏକମାତ୍ର ମିନି ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ ଆଜିଯାଏ ଶେଷ ହୋଇପାରୁନାହିଁ | ୨୦୧୫ ରୁ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଅଧାପନ୍ତରିଆ ହୋଇ ରହିଛି | ଛତିଆରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ!-->!-->!-->…
ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର
ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩
ସୁଯୋଗ ଦେଖି ମଣିଷ,ଗାଈଗୋରୁ,ଛେଳି,ମେଣ୍ଢା ଓ କୁକୁର ଭଳି ଉପରେ ଅଚାନକ ଝାମ୍ପ ମାରୁଛି କୁମ୍ଭୀର| ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କୁମ୍ଭୀର ଦେଖାଯାଇଛି |!-->!-->!-->…
ଚାଷ ପାଇଁ ଚାଷୀଙ୍କ ଧମକ
ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩
ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୪ ନମ୍ବର କେନାଲ ଓ ଏହାର ଶାଖା କେନାଲରେ ତଳ ମୁଣ୍ଡକୁ ପାଣି ଯାଉନାହିଁ | ହଜାର ହଜାର ଏକର ଜମିରେ ଧାନଚାଷ ବାଧାପ୍ରାପ୍ତ ହୋଇଛି | କେତେକ ସ୍ଥାନରେ ରୁଆ ଯାଇଥିବା ଧାନଗଛ ପାଣି ଅଭାବରୁ ମରିବା ଆରମ୍ଭ କଲାଣି | ହେଲେ!-->!-->!-->…
ମରଣଯନ୍ତା ପାଲଟିଛି ନଦୀବନ୍ଧ
ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩
ବାଲିମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ!-->!-->!-->…
ମରଣଯନ୍ତା ପାଲଟିଛି ନଦୀବନ୍ଧ
ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩
ବଳୀମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ!-->!-->!-->…
ଖଣିଜ ସମ୍ପଦ ଲୁଟ ଚାଲିଛି
ଅଷ୍ଟିନ ନିଉଜ ତା-୨୨-୦୮-୨୦୨୩
ଲଘୁ ଖଣିଜ ସମ୍ପଦ ତହସିଲଗୁଡିକ ବିଫଳ ହେବା ପରେ ସ୍ୱତନ୍ତ୍ର ଭାବେ ଖଣି ବିଭାଗରେ ଲଘୁ ଖଣିଜ ସମ୍ପଦ ପାଇଁ ନିର୍ଦ୍ଧେଶାଳୟ ଖୋଲିଚି | ମହରଗରୁ ଯାଇ କାନ୍ତରରେ ପଡିବ ଭଳି ହୋଇଛି | ଦିନରାତି ମୋରମ,କଳାପଥର,ବାଲି ଲୁଟ ଚାଲିଛି | ହେଲେ ପୁଲିସ ଓ!-->!-->!-->…
