News portal website
before header

ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୬-୨୦୨୧ ପେଟ୍ରୋଲ ପରେ ଡିଜେଲ୍ ଦାମ ମଧ୍ୟ ନିଜର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ମଙ୍ଗଳବାର ତୈଳ ଦର ପୁଣି ଥରେ ବଢିବାରୁ ରାଜ୍ୟରେ ଡିଜେଲ୍ ଲିଟର ପିଛା…

ଲକଡାଉନରେ ବଢୁଛି ସାଇବର ଅପରାଧ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୬-୨୦୨୧ ନୂଆ ନୂଆ ତରିକା ଆପଣୁଛନ୍ତି ସାଇବର ଠକ । କେତେବେଳେ ଫେସବୁକ ହ୍ୟାକ୍ କରି ମେସେଞ୍ଜରରେ ମେସେଜ କରି ଟଙ୍କା ମାଗିବା ହେଉ ତ କେତେବେଳେ ଅନ୍ୟ କୌଣସି ଉପାୟରେ ଲୋକଙ୍କୁ ଠକିବାରେ ଓସ୍ତାଦ ପାଲଟିଲେଣି ଠକ । ଏଥର କିନ୍ତୁ ଭିନ୍ନ…

ସିବିଏସଇ ଓ ଆସିଏସଇ ଢାଞ୍ଚାକୁ ସୁପ୍ରିମକୋର୍ଟ ଅନୁମତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୬-୨୦୨୧ ସୁପ୍ରିମକୋର୍ଟ ଆଜି ସିବିଏସଇ ଓ ଆଇସିଏସଇଙ୍କ ମୂଲ୍ୟାୟନ ନୀତିକୁ ମଞ୍ଜୁର କରିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନର ଆକଳନରେ ବୋର୍ଡଙ୍କ ଏହି ପ୍ରକ୍ରିୟା ନିରପେକ୍ଷ ଓ ଉଚିତ୍ ବୋଲି କୋର୍ଟ କହିଛନ୍ତି। ଏହା ସହ ସିବିଏସଇ ଓ…

ଛିଡୁନି କଂଗ୍ରେସ କନ୍ଦଳ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୬-୨୦୨୧ ରାଜସ୍ଥାନ ଓ ପଞ୍ଜାବ ପରି ରାଜ୍ୟରେ ଅନ୍ତଃକନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ସାମ୍ନାରେ ଆଉ ଏକ ମୁସ୍କିଲ। ଏବେ କର୍ଣ୍ଣାଟକରେ ପାର୍ଟି ଭିତରେ ଆରମ୍ଭ ହୋଇଯାଇଛି ନାଟକ। ରାଜ୍ୟରେ କଂଗ୍ରେସ ବିରୋଧୀ ଦଳ ଭୂମିକାରେ…

ୟୁପିରେ ଧର୍ମ ପରିବର୍ତ୍ତନ ର‌୍ୟାକେଟ୍ ର ପର୍ଦ୍ଦାଫାଶ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର‌୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଏହି ରାକେର୍ଟ ମୂକ, ବଧୀର ପିଲା ଓ ମହିଳାଙ୍କୁ ଟାର୍ଗେଟ କରି ଲୋକଙ୍କୁ ଧର୍ମ…

ବିଚ୍ ରାସ୍ତାରେ ହାତ ବାନ୍ଧି ଯୁବକକୁ ନିର୍ଧୁମ ମାଡ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ପୁଣି ଆସିଲା ଛାତିଥରା ଦୃଶ୍ୟ ଭଦ୍ରକ ଧାମନଗର ସହରରେ ଯୁବକଙ୍କୁ ରସିରେ ବାନ୍ଧି ଅତି ଅମାନୁଷିକ ଭାବେ ଗୋଡାଇ ଗୋଡାଇ ପିଟିଲେ ଭାଇ ଭଉଣି । ସୁଚନା ଅନୁଯାୟୀ ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହ୍ୟାକ୍ କରି ନେଇଥିବା…

ଅନଲାଇନରେ ଅମରନାଥ ଦର୍ଶନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତାବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେରଖୁ ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର…

ଚଣ୍ଡିଖୋଲ କୋର୍ଟ ପରିସରରେ,ଦ୍ବିତୀୟ ଜେଏମଏଫସି କୋର୍ଟ!

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୨୧-୦୬-୨୦୨୧ ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଦ୍ବିତୀୟ ଜେଏମଏଫସି କୋର୍ଟ ଖୋଲିଲା । ଯାଜପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଆଉ ଗୋଟିଏ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦଘାଟନ…

ଆଜିଠୁ ୟୁ-ଟ୍ୟୁବରେ ପାଠପଢା!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ଆଜି ଠାରୁ ୟୁ-ଟ୍ୟୁବ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ, ସେ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( ଓସେପା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ସ୍ତରରେ ଗୋଟିଏ…

୧୩ ରାଜ୍ୟରେ ପେଟ୍ରୋଲ ୧୦୦ ପାର୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ପେଟ୍ରୋଲ ଏବଂ ଡିଜେଲ ଦରରେ ନିଆଁ ଥମିବାର ନାଁ ଧରୁନାହିଁ । ମାସକରେ ୧୧ ଥର ଉଭୟ ଇନ୍ଧନ ଦର ବୃଦ୍ଧି ପାଇଛି । ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ ଦେଶର ୧୩ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର…