News portal website
before header
[URIS id=5393]

ୟୁପିରେ ଧର୍ମ ପରିବର୍ତ୍ତନ ର‌୍ୟାକେଟ୍ ର ପର୍ଦ୍ଦାଫାଶ

0 172

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୬-୨୦୨୧

ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର‌୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଏହି ରାକେର୍ଟ ମୂକ, ବଧୀର ପିଲା ଓ ମହିଳାଙ୍କୁ ଟାର୍ଗେଟ କରି ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିଲା । ଏହି ର‌୍ୟାକେଟକୁ ବିଦେଶୀ ପାଣ୍ଠି ମିଳୁଥିବା ପ୍ରମାଣ ପାଇଛି ପୋଲିସ୍ । ଏବେ ସୁଦ୍ଧା କେବଳ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । କିନ୍ତୁ ଏଥିରେ ୧୦୦ରୁ ଅଧିକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ୩୫୦ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । ବିଗତ ଦୁଇ ବର୍ଷ ହେଲା ଉତ୍ତରପ୍ରଦେଶରେ ଏହି ର‌୍ୟାକେଟ୍ ସକ୍ରିୟ ରହିଛି । ତେବେ ଏହି ର‌୍ୟାକେଟ୍ ପଛରେ ବଦେଶୀ ଫଣ୍ଡିଂର‌୍ ହାତ ଥିବା କହିଛନ୍ତି ୟୁପି ଏଡଜି ପ୍ରଶାନ୍ତ କୁମାର

ଗିରଫ ଉଭୟ ଅଭିଯୁକ୍ତ ମହମ୍ମଦ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି ଦିଲ୍ଲୀର ଜାମିଆ ନଗର ଅଞ୍ଚଳର ବାସିନ୍ଦା । ଦୁଇ ଅଭିଯୁକ୍ତ କେବଳ ୟୁପିରେ ନୁହେଁ,ସମଗ୍ର ଦେଶରେ ଧର୍ମ ପରିବର୍ତ୍ତନ ର‌୍ୟାକେଟ୍ ଚଳାଇଥିବା ଅଭିଯୋଗ ହୋଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.