News portal website
before header
[URIS id=5393]

ଲାଞ୍ଚୁଆ ସାବଧାନ : ଅଭିଯୋଗକରୀଙ୍କ ପାଇଁ ଭିଜିଲାନ୍ସ ମୁଖ୍ଯାଳୟ ଜାରି କଲା ସ୍ବତନ୍ତ୍ର ନମ୍ବର

0 250

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ଏଣିକି ସରକାରୀ କାମରେ ଲାଞ୍ଚ ମାଗୁଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଆସିଗଲା ଖରାପ ସମୟ । ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ମାଗନ୍ତି ତେବେ ସିଧାସଳଖ ଭିଜିଲାନ୍ସ ମୁଖ୍ଯାଳୟକୁ ଜଣାଇବାକୁ  ଅନୁରୋଧ କରାଯାଇଛି। ଏ ନେଇ ଭିଜିଲାନ୍ସ ମୁଖ୍ଯାଳୟ ଏବଂ ୬ଟି ଡିଭିଜନର ସ୍ବତନ୍ତ୍ର ଫୋନ ନମ୍ବର ଜାରି କରାଯାଇଛି। ସେହି ଫୋନ ନମ୍ବର ଗୁଡିକ ହେଉଛି 

 ୧.ଭିଜିଲାନ୍ସ ମୁଖ୍ଯାଳୟ :- 0671-2305988

 ୨.କଟକ:-0671-2305682 

 ୩. ଭୂବନେଶ୍ୱର :-0674 – 2397748  

 ୪. ବ୍ରହ୍ମପୁର :-0680 – 2282360 

 ୫. ସମ୍ବଲପୁର :-0663 – 2412115 

 ୬. ବାଲେଶ୍ୱର :-06782 – 255005  

 ୭. କୋରାପୁଟ :-06854 – 233330 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.