News portal website
before header

ଏସସିବିରୁ ଡିସଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଓଡିଶା ଟିଭିର କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା। ସେପ୍ଟେମ୍ବର ୨୪ ତାରିଖ ଦିନ ଅପରେଶନ ଗଜରାଜର କଭରେଜ ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା।  ଯେଉଁଥିରେ ହାତୀକୁ ଉଦ୍ଧାର କରିବାକୁ ଯାଇ…

କୋଟିଆର ଗର୍ଭବତୀ ମହିଳାମାନଙ୍କ ପାଇଁ ଆନ୍ଧ୍ର ସ୍ବାସ୍ଥ୍ଯକର୍ମୀଙ୍କ ସଦଖିଆ ଉତ୍ସବ !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ପୁଣି ଥରେ ଓଡିଶାର ସୀମାନ୍ତ ଅଞ୍ଚଳ କୋଟିଆ ଗ୍ରାମରେ ଦାଦାଗିରି ଦେଖାଇଛନ୍ତି ଆନ୍ଧ୍ର ସରକାର। ଏଥର ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କର୍ମୀ (I.C.D.S.)ଙ୍କ ଦ୍ବାରା ଓଡ଼ିଶାର "ଗର୍ଭବତୀ ମହିଳାମାନଙ୍କ ପାଇଁ ସଦଖିଆ (ତେଲୁଗୁରେ…

CITU ର ଭୁବନେଶ୍ୱରରେ ବିକ୍ଷୋଭ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆଜି ଭାରତ ବନ୍ଦ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱରର ଆଇଗେଣିଆ ନିକଟ ଜାତୀୟ ରାଜପଥରେ CITU ର ଶହଶହ ସାଥୀ ଓ TUCI ସାଥୀଙ୍କ ଦ୍ୱାରା ବନ୍ଦ ପାଳନ କରାଯାଇଛି।…

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା

  ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ "ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ"ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପିଏମ୍ ମୋଦୀ । ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ପ୍ରକାର ସୁବିଧା ମିଳିପାରିବ।…

ଭାରତ ବନ୍ଦ ଯୋଗୁଁ ଦିଲ୍ଲୀ-ଏନସିଆରରେ ଭାରି ଜାମ୍

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ଜବରଦସ୍ତ ପ୍ରଭାବ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ପ୍ରବଳ ଜାମ ରହିଛି। ବର୍ତ୍ତମାନ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ହଜାର ହଜାର ଗାଡି ଅଟକି…

ସେପ୍ଟେମ୍ବର ୩୦ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ପ୍ରକିୟା

  ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆଜି ହେଉଛି ଭାରତ ବନ୍ଦ । ଭାରତ ବନ୍ଦ ଯୋଗୁଁ ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ ହୋଇଛି। ଏହି କାରଣ ଯୋଗୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ନାମଲେଖା ପ୍ରକିୟାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୯ ତାରିଖ ଶେଷ…

୨ଟି କାର୍‌ରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ

  ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ଭାୟା ଓଡ଼ିଶା ଦେଇ ମଧ୍ୟପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି…

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ବ୍ୟାଙ୍କ ବନ୍ଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ । କିନ୍ତୁ ଦେଶର ସବୁ ରାଜ୍ୟରେ ବ୍ୟାଙ୍କ ୨୧ ଦିନ ବନ୍ଦ ରହିବ ନାହିଁ । ଅକ୍ଟୋବର ମାସରେ ୫ ଟି ରବିବାର ଛୁଟି ରହିବ । ଏତଦ ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ…

ହୀରାକୁଦ ଡ୍ୟାମର ସବୁ ଗେଟ୍ ବନ୍ଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍ ବନ୍ଦ। ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ। ତେବେ ଡ୍ଯାମରୁ ଜଳ ନିଷ୍କାସନ ହେବା ପରେ ଜଳସଂପଦ ବିଭାଗ ପକ୍ଷରୁ ଗେଟ୍ ବନ୍ଦ କରାଯାଇଛି। ଡ୍ୟାମ୍‌…

ଭୁବନେଶ୍ୱର କ୍ଲବ ନିର୍ବାଚନ ପାଇଁ ମତଦାନ ଶେଷ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଶନିବାର ଓ ରବିବାର ଏହି ଦୁଇ ଦିନ ମୋଟ୍ ୧୨୬୯ଜଣ ମତଦାନ କରିଥିଲେ। ତେବେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ଅପରାହ୍‌ଣରେ ଭୋଟ୍‌ ଗଣତି…