Sign in
Sign in
Recover your password.
A password will be e-mailed to you.
Breaking News
ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା।ରାଜ୍ୟରେ ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ!ଯୁଗାନ୍ତର ସାଂସ୍କୃତିକ ପରିଷଦର ଉତ୍କଳ ଦିବସ ପାଳନ।
ଏଯାଏଁ ସମ୍ପୂର୍ଣ୍ଣ ହେଇନି ମିନି ଷ୍ଟାଡିଅମ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ବଡ଼ଚଣା ବ୍ଲକର ଛତିଆ ନିକଟ ପାଇକରାପୁରଠାରୁ ଏକମାତ୍ର ମିନି ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ ଆଜିଯାଏ ଶେଷ ହୋଇପାରୁନାହିଁ | ୨୦୧୫ ରୁ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଅଧାପନ୍ତରିଆ ହୋଇ ରହିଛି | ଛତିଆରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ!-->!-->!-->…
ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର
ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩
ସୁଯୋଗ ଦେଖି ମଣିଷ,ଗାଈଗୋରୁ,ଛେଳି,ମେଣ୍ଢା ଓ କୁକୁର ଭଳି ଉପରେ ଅଚାନକ ଝାମ୍ପ ମାରୁଛି କୁମ୍ଭୀର| ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କୁମ୍ଭୀର ଦେଖାଯାଇଛି |!-->!-->!-->…
ଚାଷ ପାଇଁ ଚାଷୀଙ୍କ ଧମକ
ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩
ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୪ ନମ୍ବର କେନାଲ ଓ ଏହାର ଶାଖା କେନାଲରେ ତଳ ମୁଣ୍ଡକୁ ପାଣି ଯାଉନାହିଁ | ହଜାର ହଜାର ଏକର ଜମିରେ ଧାନଚାଷ ବାଧାପ୍ରାପ୍ତ ହୋଇଛି | କେତେକ ସ୍ଥାନରେ ରୁଆ ଯାଇଥିବା ଧାନଗଛ ପାଣି ଅଭାବରୁ ମରିବା ଆରମ୍ଭ କଲାଣି | ହେଲେ!-->!-->!-->…
ମରଣଯନ୍ତା ପାଲଟିଛି ନଦୀବନ୍ଧ
ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩
ବାଲିମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ!-->!-->!-->…
ମରଣଯନ୍ତା ପାଲଟିଛି ନଦୀବନ୍ଧ
ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩
ବଳୀମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ!-->!-->!-->…
ଖଣିଜ ସମ୍ପଦ ଲୁଟ ଚାଲିଛି
ଅଷ୍ଟିନ ନିଉଜ ତା-୨୨-୦୮-୨୦୨୩
ଲଘୁ ଖଣିଜ ସମ୍ପଦ ତହସିଲଗୁଡିକ ବିଫଳ ହେବା ପରେ ସ୍ୱତନ୍ତ୍ର ଭାବେ ଖଣି ବିଭାଗରେ ଲଘୁ ଖଣିଜ ସମ୍ପଦ ପାଇଁ ନିର୍ଦ୍ଧେଶାଳୟ ଖୋଲିଚି | ମହରଗରୁ ଯାଇ କାନ୍ତରରେ ପଡିବ ଭଳି ହୋଇଛି | ଦିନରାତି ମୋରମ,କଳାପଥର,ବାଲି ଲୁଟ ଚାଲିଛି | ହେଲେ ପୁଲିସ ଓ!-->!-->!-->…
ବାରବର୍ଷର ପିଲା ପାଠ ପଢିବା ବଦଳରେ ଗୋରୁଗାଈ ଚରାଉଛି
ଅଷ୍ଟିନ ନିଉଜତା-୨୨-୦୮-୨୦୨୩
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କଅସ ପଞ୍ଚାୟତର ଟିକରପଡା ଗ୍ରାମର ଶିଶୁ ହାତରେ ବହିଖାତା,କଲମ ବଦଳରେ ପାଞ୍ଚଣ ଧରି ଗୋରୁଗାଈ ଚରାଉଛି | ଶିଶୁ ଶ୍ରମିକ ଓ ଶିକ୍ଷା ଅଧିକାରୀ ଆଇନ ବାଟ ହୁଡ଼ିଛି | ବାରବର୍ଷର ପିଲା ତା ବାପା ମା ଙ୍କୁ ହରାଇବା ପରେ ସେହି!-->!-->!-->…
ଭାଙ୍ଗିରୁଜି ଗଲାଣି ଜାରକା-ବ୍ରାହ୍ମଣଦା କେନାଲ ବନ୍ଧ
ଅଷ୍ଟିନ ନିଉଜ ତା-୨୧-୦୮-୨୦୨୩
ଧର୍ମଶାଳା ବ୍ଲକ ୧୪ ନମ୍ବର କେନାଲର ଜାରକା ପୁରୁଣା ସିନେମା ହଲ ନିକଟରୁ ପ୍ରାୟ ୨କିମି ପର୍ଯ୍ୟନ୍ତ ଲମ୍ବିଥିବା ପିଚୁରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି | ଖାଲ ଢିପ ପାଇଁ ରାସ୍ତାରେ ଲୋକଙ୍କ ଯିବା ଆସିବା ଅସୁବିଧା ସୃଷ୍ଟି ହେଉଛି | ହେଲେ!-->!-->!-->…
ଖଜୁରୀପୋଖରୀ ଗାଁରେ ଦଳିତ ବସ୍ତି ପାଇଁ ଚାଲିଛି ବୋମାମାଡ,୬ ଆହତ
ଅଷ୍ଟିନ ନିଉଜ ତା-୨୧-୦୮-୨୦୨୩
ଘନଘନ ବୋମାମାଡରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତଳାଙ୍ଗ ପଞ୍ଚାୟତ ଖଜୁରିପୋଖରୀ ଗ୍ରାମର ଦଳିତ ବସ୍ତି ଅଶାନ୍ତ ହୋଇଛି | ରବିବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାରୁ ୧୦ରୁ ଅଧିକ ବୋମାମାଡ ହୋଇଛି | ଟେକାପଥର ମାଡ!-->!-->!-->…
ବିଏସ କଲେଜ ବାର୍ଷିକ ଉତ୍ସବରେ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ!
https://youtu.be/ecjfMu6yoeE
ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ବିଧାନସଭା ସଦାଚାର କମିଟି ଅଧ୍ୟକ୍ଷ ତଥା ବଡଚଣା ବିଧାୟକ!-->!-->!-->…