News portal website
before header
[URIS id=5393]

ବାପା ପ୍ରକାଶ ପାଦୁକୋନଙ୍କ ପରେ, ବଲିଉଡ ଦିଭା ଦୀପିକା ପାଦୁକୋନ ଙ୍କୁ କୋରୋନା

0 208

କଟକ / ଅଷ୍ଟିନ୍ ନ୍ୟୁଜ

ତା – ୦୪-୦୫-୨୦୨୧

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କୁ କରୋନା ହୋଇଥିବା ଚିହ୍ନଟ କରାଯାଇଛି।

ଯଦିଓ ଦୀପିକା ଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ, ତେବେ ମଙ୍ଗଳବାର ଦିନ ଆଇ. ଆଇ. ଏଫ୍. ଏ ତରଫରୁ ଟୁଇଟ ମାଧ୍ୟମ ରେ ଏହି ସୂଚନା ମିଳିଛି।

ଏହି ଖାବରାକୁ ସ୍ପଷ୍ଟ କରିବା ପାଇଁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ର ଟ୍ରାକର ରମେଶ ବାଲା ଟ୍ୱିଟ଼ କରିଥିଲେ “ନାୟିକା ଦୀପିକା ପାଦୁକୋନ କୋଭିଡ ପଜିଟିଭ୍ ବୋଲି ଚିହ୍ନଟ ହୋଇଛନ୍ତି ଓ ମୁଁ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି”।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ସେ ଏବେ ବାଙ୍ଗାଲୋର ରେ ଥିବା ଜାଣିବାକୁ ମିଳୁଛି। ଗତ ମଙ୍ଗଳବାର ଦିନ ତାଙ୍କ ବାପା ପ୍ରକାଶ ପାଦୁକୋନ ଙ୍କୁ କରୋନା ର ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା।

ତାଙ୍କ ମାଁ ଉଜ୍ଜଳ ପାଦୁକୋନ ଓ ସାନ ଭଉଣୀ ଅନିସା ଙ୍କୁ ମଧ୍ୟ କରୋନା ହୋଇଥିବା ସୂଚନା ମିଳିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.