News portal website
before header
[URIS id=5393]

ଦ ହଣ୍ଡ୍ରେଡ଼ରେ ଖେଳିବେ ୪ ଭାରତୀୟ ମହିଳା

0 231

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୦୫-୦୫-୨୦୨୧

ପ୍ରଥମ ଥର ପାଇଁ ଇଂଲାଣ୍ଡ ଦ୍ଵାରା ଅୟୋଜିତ ‘ଦ ହଣ୍ଡ୍ରେଡ଼’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୪ ଜଣ ମହିଳା କ୍ରିକେଟର ଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ବା ବି. ସି. ସି. ଆଇ. ପକ୍ଷ୍ୟରୁ ଅନୁମତି ମିଳିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଜୁଲାଇ ୨୧ ତାରିଖ ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗୀତା ପାଇଁ ହର୍ମନପ୍ରୀତ୍ କୌର୍, ସ୍ମୃତି ମାନ୍ଧାନା, ଜେମିମା ରୋଦ୍ରି େଗ୍ଵଜ ଏବଂ ଦୀପ୍ତି ଶର୍ମା ଙ୍କୁ ବି. ସି. ସି. ଆଇ. ଏନ୍. ଓ. ସି. ସାର୍ଟିଫିକେଟ ପ୍ରଦାନ କରିଛି।

ଏହି ୪ ଜଣ ନିଜ ନିଜ ଦଳ ସହ ଯୋଗଦେବେ। ଜୁନ ରେ ଗୋଟିଏ ଟେଷ୍ଟ ମ୍ଯାଚ ଓ ତାପରେ ୩ ଟି ଟି-୨୦ ମ୍ଯାଚ ଖେଳିବାକୁ ଭାରତୀୟ ଦଳ ଇଂଲାଣ୍ଡ ଯିବାକୁ ଥିଲାବେଳେ ଶୃଙ୍ଖଳା ଜୁଲାଇ ୧୫ ରେ ଶେଷ ହେବ। ସେଥିପାଇଁ ଏହି ପ୍ରତିଯୋଗି ମାନଙ୍କୁ ସେଠାରେ ଅଧିକ ଦିନ ରହିବାକୁ ପଡିବ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.