News portal website
before header
[URIS id=5393]

ପୁଣି ୨ୟ ଦିନରେ ବଢିଲା ତୈଳ ଦର ।

0 210

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୫-୦୫-୨୦୨୧

ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି ଅଏଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଦର ୧୯ ପଇସା ଏବଂ ଡିଜେଲ ଦର ୨୧ ପଇସା ବୃଦ୍ଧି ପାଇଛି । ଅର୍ଥାତ ୨ ଦିନରେ ପେଟ୍ରୋଲ ୩୪ ପଇସା ଏବଂ ଡିଜେଲ ୩୭ ପଇସା ମହଙ୍ଗା ହୋଇଛି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଆଜିର ତୈଳ ଦର ବୃଦ୍ଧି ପରେ ପେଟ୍ରୋଲ ଦର ଦିଲ୍ଲୀରେ ୯୦.୫୫ ଟଙ୍କାରୁ ବୃଦ୍ଧି ପାଇ ୯୦.୭୪ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୮୦.୯୧ ଟଙ୍କାରୁ ବୃଦ୍ଧି ପାଇ ୮୧.୧୨ରେ ପହଞ୍ଚିଛି ।ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬.୯୫ ଟଙ୍କାରୁ ବୃଦ୍ଧି ପାଇ ୯୭.୧୨ଟଙ୍କାରେ ପହଞ୍ଚିଛି । ଡିଜେଲ ଲିଟର ପିଛା ଦର ୮୭.୯୮ ଟଙ୍କାରୁ ବୃଦ୍ଧି ପାଇ ୮୫.୧୯ଟଙ୍କାରେ ପହଞ୍ଚିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୨.୫୫ରୁ ବୃଦ୍ଧି ପାଇ୯୨.୭୦ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ୮୫.୯୦ରୁ ବୃଦ୍ଧି ପାଇ ୮୬.୦୯ରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଦର ୯୦.୭୬ ଟଙ୍କାରୂୁ ବୃଦ୍ଧି ପାଇ ୯୦.୯୨ରେ ପହଞ୍ଚିଛି । ଡିଜେଲ ଦର ୮୩.୭୮ଟଙ୍କାରୁ ବୃଦ୍ଧି ପାଇ ୮୩.୯୮ଟଙ୍କାରେ ପହଞ୍ଚିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.