News portal website
before header
[URIS id=5393]

ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।

0 209

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର

ତା-୦୩-୦୫-୨୦୨୧

ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର କଲେଣି ତ ଆଉ କେହି ଇଲେକ୍ଟ୍ରି ବ୍ୟାଟେରି ଚାଳିତ ଗାଡ଼ି କିଣୁଛନ୍ତି ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ବିକଳ୍ପ ଭାବେ ଆଗାମୀ ଭବିଷ୍ୟତରେ ଇଲେକ୍ଟ୍ରିରେ ଚାର୍ଜ ହେଉଥିବା ବ୍ୟାଟେରୀ ଚାଳିତ ଗାଡ଼ି ହିଁ ବଜାରରେ ଏକ ଭଲ ସ୍ଥାନରେ ପହଞ୍ଚିବ । ଲୋକଙ୍କର ଏହା ଚାହିଦା ମେଣ୍ଟାଇବା ସହ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିବ ।ତେବେ ଏହି ସ୍ରୋତରେ ବିଭିନ୍ନ କମ୍ପାନୀ ନିଜ ନିଜର ଦୁଇ ଚକିଆ ବ୍ୟାଟେରୀ ଚାଳିତ ଯାନ ପ୍ରସ୍ତୁତ କରି ବଜାରକୁ ଛାଡ଼ିଲେଣି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

କିନ୍ତୁ ବାଇକ୍‌ ପ୍ରଡକ୍ସନ କ୍ଷେତ୍ରରେ ହୋଣ୍ଡା ମୋଟର୍ସ ଆଗରେ ରହିଥିବା ବେଳେ ଏହା ଏବେ ବ୍ୟାଟେରୀ ଚାଳିତ ଗାଡ଼ି ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି । ଅଟୋକାର ଇଣ୍ଡିଆର ରିପୋର୍ଟ ଅନୁସାରେ, ହୋଣ୍ଡା ୨୦୨୪ରେ ଏହାର ଇଲେକ୍ଟ୍ରି ଭର୍ସନ ଦୁଇ ଚକିଆ ଯାନ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହା ୪ଟି ମଡେଲ୍‌ରେ ଉପଲବ୍ଧ ହେବା ନେଇ ଜଣାପଡ଼ିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.