News portal website
before header

ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୫-୨୦୨୧ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମଡି ସୂତ୍ରରୁ ସୂଚନା ମିଳିଛି । ଏହା ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର…

ମହାକାଳପଡାରେ ପ୍ରି ସାଇକ୍ଲୋନିକ ଷ୍ଟର୍ମ, ସ୍ଥିତିକୁ ସଂଗୀନକରୁଛି ସାମୁଦ୍ରିକ ଜୁଆର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଗୁଚାପ ବାତ୍ୟାର ରୂପ ନେବାର ଘୋଷଣା ପରଠୁ ଉପକୂଳର ମସ୍ଚ୍ୟ ଜୀବି ଓ ତଳିଆ ଲୋକେ ନିଜକୁ ନିଜେ ପ୍ରସ୍ତୁତି ହୋଇଛନ୍ତି l ସେହିପରି କେନ୍ଦ୍ରାପଡା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକ ପ୍ରଶାସନ ସମ୍ଭାବ୍ୟ…

ମୟୁରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ;ବବିଙ୍କ ନିଷ୍ପତ୍ତି!

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ ତା-୨୫-୦୫-୨୦୨୧ ଜଗବନ୍ଧୁ ପ୍ରଧାନ ଆଜି ସକାଳେ ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ଏକ ପ୍ରେସ ରିଲିଜ ମାଧ୍ୟମରେ ମୟୂରଭଞ୍ଜର ବିଜେପି ନେତା ଓ ବାଲେଶ୍ଵର ଏମ.ପି ଙ୍କର ମୟୂରଭଞ୍ଜ ଆଦିବାସୀ ଜିଲ୍ଲାକୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦ…

ସାଇକ୍ଲୋନ ‘ୟସ’ ଅପଡେଟ..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ବିକଟାଳ ରୂପ ଧରି ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍। ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସକାଳ ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର…

କରୋନାରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ ୫୦ ଲକ୍ଷ ଟଙ୍କା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ କରୋନାର ଦ୍ୱିତୀୟ ପ୍ରବାହରେ କରୋନା ପରିଚାଳନା କାର୍ଯ୍ୟ ରେ ନିୟୋଜିତ ଅଙ୍ଗନଓ୍ୱାଡି ଏବଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଲେ ମିଳିବ ୫୦ ଟଙ୍କାର ଆର୍ଥିକ ସହାୟତା । ମେ' ୨୪ରୁ ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ଡୋର୍ ଟୁ ଡୋର୍…

କୁଢ କୁଢ ମୃତ ଜେଲି ଫିସ୍ ଙ୍କ ଚାଦର ଘୋଡି ହୋଇଛି ପୁରୀ ବେଳାଭୂମି

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୫-୦୫-୨୦୨୧ ବାତ୍ୟା ୟାସ୍ ର କୁପ୍ରଭାବ ଏବେ ସାମୁଦ୍ରିକ ଜୀବନ ଉପରେ ପଡ଼ିଛି। ବଙ୍ଗୋପସାଗର ରେ ସୃଷ୍ଠି ହୋଇଥିବା ଏହି ଝଡ଼ ର ପ୍ରଭାବରେ ଆଜି ସହ ସହ ସଂଖ୍ୟାରେ ଜେଲିଫିସ୍ ମୃତ ଅବସ୍ତା ରେ ପୁରୀ ବେଳାଭୂମିରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଗତ କିଛି…

ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ମାଡିଆସୁଛି ବାତ୍ୟା । ଏହାପୂର୍ବରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର । ବାଲେଶ୍ୱରରେ ବାତ୍ୟା ସ୍ଥିତିର ମନିଟରିଂ କରିବାକୁ…

ଅମାନିଆ ସିଦ୍ଧୁଙ୍କ ଅବୁଝା ଜିଦ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇପଡିଛି । କୃଷି ଆଇନକୁ ବିରୋଧ କରି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଘରେ କଳା ପତାକା ଲଗାଇଛନ୍ତି…

ଆଜି ଭଜନ ସମ୍ରାଟଙ୍କ ଶୁଭ ଜନ୍ମଦିନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୫-୦୫-୨୦୨୧ ଓଡ଼ିଆ ଭଜନ କିମ୍ବଦନ୍ତୀ ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ହେଉଛି ଜନ୍ମଦିନ। ଓଡ଼ିଆ ଭଜନ କୁ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କର ଈଶ୍ବରଦତ୍ତ ଅମୃତ କଣ୍ଠରେ ଗାଇଯାଇଛନ୍ତି ଅନେକ୍ ଭଜନ ଓ ଜଣାଣ। ସେ ଗାଇଥିବା…

ମାଡିଆସୁଛି ବାତ୍ୟା ‘ୟସ୍’ …

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ମାଡିଆସୁଛି ବାତ୍ୟା ‘ୟସ୍’ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ବାତ୍ୟା ‘ୟସ୍’ ବୁଧବାର ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି ।ତେବେ…