News portal website
before header
[URIS id=5393]

ଆଜି ଭଜନ ସମ୍ରାଟଙ୍କ ଶୁଭ ଜନ୍ମଦିନ

0 196

କଟକ /ଅଷ୍ଟିନ୍ ନ୍ୟୁଜ

Notice


ତା – ୨୫-୦୫-୨୦୨୧


ଓଡ଼ିଆ ଭଜନ କିମ୍ବଦନ୍ତୀ ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ହେଉଛି ଜନ୍ମଦିନ। ଓଡ଼ିଆ ଭଜନ କୁ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କର ଈଶ୍ବରଦତ୍ତ ଅମୃତ କଣ୍ଠରେ ଗାଇଯାଇଛନ୍ତି ଅନେକ୍ ଭଜନ ଓ ଜଣାଣ। ସେ ଗାଇଥିବା “କୋଠ ଭୋଗ ଖିଆ, ମୋ ଚକାଆଖିଆ…”, “ଷାଠିଏ ପଉଟି ଭୋଗରୁ ତୁମର…”, “ମୁଁ ତୋ ଭିକାରୀ ତୁ ମୋ ବଳ, ତୋରି ବଳରେ ମୁଁ ଭିକାରୀ ବଳ…” ଭଳି ଅନେକ୍ ସଙ୍ଗୀତ ଆଜି ମଧ୍ୟ ପ୍ରତେକ ଓଡ଼ିଆ ମନରେ ଘର କରି ରହିଛି।


୧୯୨୯ ମସିହା ଆଜି ର ଦିନରେ, ସେ କେନ୍ଦ୍ରପଡା ଜିଲ୍ଲା ଅନ୍ତର୍ଗତ ସୋବଳା ଗ୍ରାମର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।


ସେ ଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ। ପୁରୀ ଶ୍ରୀମନ୍ଦିରରେ ଚାମର ସେବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା। ସେ ପୁରୀ ଗଜପତି ମହାରାଜାଙ୍କ ଠାରୁ ‘ଭଜନ ସମ୍ରାଟ’ ଉପାଧି ପାଇଥିଲେ। ପୁରସ୍କାର ବାବଦରେ ପାଇଥିବା ଏକ ଲକ୍ଷ ଟଙ୍କା ସେ ଶ୍ରୀମନ୍ଦିର କୁ ଦାନ କରିଦେଇଥିଲେ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]


ନିଜର ସ୍ଵ-ଉପାର୍ଜିତ ଧନରେ କଟକ ଚୌଦ୍ଵାର ଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ୨୦୧୦ ମସିହା, ନଭେମ୍ବର ୨ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

https://twitter.com/AustinNewsMedia

Leave A Reply

Your email address will not be published.