News portal website
before header
[URIS id=5393]

ଗ୍ୟାସ୍ ସିଲିଣ୍ଡର ଫାଟି ୨ ଜଣ ଆହତ

0 177

ବ୍ରହ୍ମପୁର: ଗ୍ୟାସ୍ ସିଲିଣ୍ଡର ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ଲିକ୍‌ରୁ ଏଭଳି ଏକ ଅଘଟଣ ଘଟିଛି। ଘରେ ୫୦ରୁ ଊର୍ଦ୍ଧ୍ୱ କମର୍ସିଆଲ୍ ସିଲିଣ୍ଡର ଥିଲା। ତେବେ ଗ୍ଯାସ୍ ଲିକ୍ ପରେ ଫାଟିଥିବା ସୂଚନା ମିଳିଛି। 

Leave A Reply

Your email address will not be published.