News portal website
before header
[URIS id=5393]

ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ!

0 192

ଦିଲ୍ଲୀର ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଲଜି ଏବଂ କେଜରିୱାଲ। ଉପ ରାଜ୍ୟପାଳ ସକ୍ସେନା ଏବେ ନୂଆ ଅବକାରୀ ନୀତିଧ ସିବିଆଇ ତଦନ୍ତ କରିବାକୁ ସୁପାରିସ କରିଛନ୍ତି। ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଚଳିତ ମାସରେ ଦେଇଥିବା ରିପୋର୍ଟ ଆଧାରରେ ଉପ ରାଜ୍ୟପାଳ ଏପରି ତଦନ୍ତ ସୁପାରିସ କରିଛନ୍ତି।

Notice
Leave A Reply

Your email address will not be published.