News portal website
before header
[URIS id=5393]

ପ୍ରକାଶ_ପାଇଲା_CBSE_ଦଶମ_ରେଜଲ୍ଟ

0 207

ପ୍ରକାଶ ପାଇଛି ସିବିଏସ୍‌ଇ ୧୦ମ ଶ୍ରେଣୀ ରେଜଲ୍ଟ। ଚଳିତ ବର୍ଷ ୨୧,୦୯,୨୦୮ ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ତେବେ ୯୪.୪୦% ପିଲା ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍‌ କରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୧.୪୧% ଅଧିକ। ସେହିପରି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାସ ହାର ୯୦%। 

Leave A Reply

Your email address will not be published.