Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଉଦଳା ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା।
ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ
ତା-୨୦-୦୭-୨୦୨୧
ରିପୋର୍ଟ- ଜଗବନ୍ଧୁ ପ୍ରଧାନ
ଓଡ଼ିଶାର ବିଦ୍ୟୁତ ବିଲ ବଢିବା ଫଳରେ କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି।ଓଡିଶାର ବିଦ୍ୟୁତ ନିୟାମକ ଆୟୋଗର କାର୍ଯ୍ୟ ବିଦ୍ୟୁତ କମ୍ପାନୀମାନଙ୍କ କଥାରେ ପରିଚାଳିତ!-->!-->!-->!-->!-->!-->!-->…
“ଜାହିରା ପୀଠ”ରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀଙ୍କ ଦାବି।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୧୯-୦୭-୨୦୨୧
ରିପୋର୍ଟ- ଜଗବନ୍ଧୁ ପ୍ରଧାନ
ଆଦିବାସୀମାନଙ୍କ ଜାହିରା ପୀଠରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି। ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ସମାଜର ପାରମ୍ପରିକ ନୀତି ନିୟମ ଅନୁସାରେ ଜାହିରା!-->!-->!-->!-->!-->!-->!-->…
ହୃଦଘାତରେ ସମିତି ସଭ୍ୟଙ୍କ ଦେହାନ୍ତ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୧୯-୦୭-୨୦୨୧
ବଡଚଣା ନିର୍ବାଚନ ମଣ୍ଡଳୀ, ବଡ଼ ବାଲିକୁଦା ଗ୍ରାମପଞ୍ଚାୟତ ର ସମିତି ସଭ୍ୟଙ୍କ ଦେହାନ୍ତ।ପରୋପକାରୀ ,ସ୍ୱଚ୍ଛ,ନିର୍ମଳ ବ୍ୟକ୍ତିତ୍ୱ ବିନୋଦ ବିହାରି ଜେନାଙ୍କ ହୃଦଘାତ ଜନିତ ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।ତାଙ୍କ ଅମର!-->!-->!-->!-->!-->…
ନିଆରା ଢଙ୍ଗରେ ପୂର୍ବତନ ବିଧାୟକ ଜନ୍ମଦିନ ପାଳନ କଲେ ।
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୧୭-୦୭-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
କରୋନା ସମୟରେ ପାରିବାରିକ ଜୀବନ ଶୈଳୀ ବଦଳି ଯାଇଛି । କିଏ ଜନ୍ମ ଦିନ ସୀମିତ ଭିତରେ ମାନୁଅଛି ତ କିଏ ସମାଜର କଲ୍ୟାଣ ପାଇଁ ସମୟ ବିତାଇ ମାନୁଅଛି । ଉଦଳାର ପୂର୍ବତନ ବିଧାୟକ ତଥା ବିଜେଡିର ଟାଣୁଆ ନେତା!-->!-->!-->!-->!-->!-->!-->…
ଜୁଲାଇ ୨୬ରୁ ଅଫଲାଇନ ସ୍କୁଲ କଲେଜ।
ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲା ଯିବା ସମ୍ବନ୍ଧୀୟ ସୂଚନା , ୨୦୨୧ଚଳିତ ଜୁଲାଇ ମାସ ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ। ତେବେ କୋଭିଡ୍ ପରିସ୍ଥିତିରେ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସ୍କୁଲ୍ ଯିବା!-->…
କାର୍ଯ୍ଯରତ ଡାକ୍ତରଙ୍କୁ;ରୋଟାରୀ କ୍ଲବର ସମ୍ବର୍ଦ୍ଧନା।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୧୬-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଉଦଳାରେ କାର୍ଯ୍ୟରତ କୋଭିଡ଼ ଯୋଦ୍ଧା ଡାକ୍ତରମାନଙ୍କୁ ରୋଟାରୀ କ୍ଲବ ତରଫରୁ ସମ୍ବର୍ଦ୍ଧିତ ।କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟ ଉଦଳାରେ ଆଜି ମଧ୍ୟାହ୍ନ ସମୟରେ ରୋଟାରୀ କ୍ଲବ ଉଦଳା ତରଫରୁ ଏକ!-->!-->!-->!-->!-->!-->!-->…
ରାଷ୍ଟ୍ରୀୟ ଆଦିବାସୀଙ୍କ ରାଷ୍ଟ୍ରପତିଙ୍କୁ ଦାବି ପତ୍ର।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୧୫-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
"ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ" ଉଦଳା ତରଫରୁ ତହସିଲଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଦାବିପତ୍ର।ଆଜି ଅପରାହ୍ନ ସମୟରେ ଉଦଳା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର!-->!-->!-->!-->!-->!-->!-->…
ବ୍ରାଉନ ସୁଗାର ୫୫୦.୦୦ଗ୍ରାମ ସହ, ନଗଦ ୩୫ ଲକ୍ଷ ଟଙ୍କା ଜବତ;ଦୁଇ ଅଟକ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୧୪-୦୭-୨୦୨୧
କମିସନରେଟ ପୋଲିସକୁ ମିଳିଛି ବଡ ସଫଳତା।ଭୁବନେଶ୍ୱରରେ ଜବତ ହୋଇଛି ୫୫୦.୦୦ ଗ୍ରାମ ବ୍ରାଉନ ସୁଗାର, ନଗଦ ୩୫ ଲକ୍ଷ ଟଙ୍କା, ଗୋଟିଏ ମାରୁତି ସୁଜୁକି ଅଲଟୋ, ଟିଭିଏସ ମଟର ସାଇକେଲ ସହ ଗୋଟିଏ ୟମା ଗାଡିଗାଡି ସମେତ ଛଅଟି ମୋବାଇଲ!-->!-->!-->!-->!-->…
“ଦବା ଇଣ୍ଡିଆ” ଏବେ ଉଦଳାରେ।
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୧୪-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଉଦଳାରେ ଖୋଲିଲା 'ଦାବା ଇଣ୍ଡିଆ ' । ଔଷଧ ଦୋକାନ ଆଜି ଉଦଳା ଏନ.ଏ .ସି ରୋଡ଼ରେ ପଶୁ ଡାକ୍ତରଖାନା ସାମ୍ନାରେ ଦାବା ଇଣ୍ଡିଆର ଏକ ଜେନେରିକ ଔଷଧ ଦୋକାନ ଖୋଲି ଅଛି । ଏହାକୁ ଔଷଧ ଦୋକାନୀ ମାଲିକ ପ୍ରମୋଦ!-->!-->!-->!-->!-->!-->!-->…
କଂଗ୍ରେସ ନେତା ସତ୍ଯ ନାୟକଙ୍କ ରାଲି ବିକ୍ଷୋଭ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୧୪-୦୭-୨୦୨୧
ଦିନକୁ ଦିନ ନିତ୍ଯ ବ୍ଯବହାର୍ଯ୍ୟ ସାମଗ୍ରୀ ଦରଦାମ ଅହେତୁକ ବଢୁଥିବା ବେଳେ,ରାଜାରାସ୍ତାରେ ବିକ୍ଷୋଭ କରୁଛି କଂଗ୍ରେସ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ରାଜ୍ଯର ବିଭିନ୍ନ ସ୍ଥାନରେ, ପେଟ୍ରୋଲ ପମ୍ପ, ରାଜ ରାସ୍ତାରେ!-->!-->!-->!-->!-->…
