News portal website
before header
[URIS id=5393]

ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧରେ ମୃତ୍ୟୁ!

0 362

ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ

ତା-୦୨-୦୮-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଆଜି ଅପରାହ୍ନ ସମୟରେ ଉଦଳାର ଜଣେ ବ୍ୟବସାୟୀ ଜୀବନ ହାରିଛନ୍ତି। ,ଦୁଗୁଧା ଗ୍ରାମରେ କୂଅରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।ବ୍ୟବସାୟୀ ଅଜୟ ମହାପାତ୍ରଙ୍କର ବାଡ଼ି କୁଅରେ ନିଜ ଛୋଟ ବାଛୁରୀ ପଡି ଯାଇ ଥିଲା । ତାକୁ ଉଦ୍ଧାର କରିବା ପାଇଁ ସେ କୂଅକୁ ପଶିଥିଲେ । ବାଛୁରୀକୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବାଛୁରୀ ବଞ୍ଚେଇବା ପରିବର୍ତ୍ତେ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ଘଟିବା ପରେ ଗାଆଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ଖବର ପାଇ ଉଦଳା ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା। ଉଧାର କରି ଡ଼ାକ୍ତରଖାନାରେ ପହଞ୍ଚିବା ବେଳକୁ ମୃତ୍ୟୁ ହୋଇ ଯାଇଥିଲା । ଉଦଳା ଡାକ୍ତରଖାନାରେ ପରିବାର ଲୋକମାନେ ପହଞ୍ଚିବା ସହିତ ବହୁ ବିଶିଷ୍ଟ ବ୍ୟବସାୟୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.