News portal website
before header
[URIS id=5393]

ବିଭିନ୍ନ ଅନୁଷ୍ଠାନ ତରଫରୁ ସମାଜ ସେବୀ ଡକ୍ଟର ନାରାୟଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା!

0 218

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୦୬-୦୭-୨୦୨୧

ହ୍ୟୁମାନଟିଜ ଓଏକାଡେମି ଅଫ ହ୍ବିସ୍ପର & ଥଟ ,ଆରବ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି।

ପୂର୍ବରୁ ବ୍ଲାଙ୍କୋଫାନଟାସଟୀକା ଜଦାର ,କ୍ରୋଏସିଆ ପ୍ରିକ୍ସଟନ ଚର୍ଚ୍ଚ ୟୁନିଭରସିଟି, ଫ୍ଲୋରିଡା ଓ ଇଣ୍ଟରନେସନାଲ ଅରଗାନାଇଯେସନ ଅଫ କଳଚର, ହିମାନିଟୀ ଏବଂ ସାଇନ୍ସ, “ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ”, ନାଇଜେରିଆ, ଉନିଅନ୍ ଅଫ କଲଚର ଏବଂ ୱାଲ୍ଡ ପିସ, ଜର୍ମାନୀ ବର୍ଲିନ, ଓ ଅଲ ବାୟନ୍ ନିୟୁଜ ପେପର ଆଣ୍ଡ ହ୍ୟୁମାନଟେରୀ ନମଲ ଜିୱାନନନ୍ଦ ଫାଉଣ୍ଡେସନ ଶ୍ରୀଲଙ୍କା , ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ମଧ୍ୟ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକଙ୍କୁ,ସମ୍ବର୍ଦ୍ଧିତ କରିଛନ୍ତି।

ଏହି ସମ୍ମାନ ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା କରିବା ନିମନ୍ତେ ପ୍ରେରଣା ଦେବ,ମା ଭବାନିଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ୟାଣ ହେଉ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.