News portal website
before header

ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ମାଡିଆସୁଛି ବାତ୍ୟା । ଏହାପୂର୍ବରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର । ବାଲେଶ୍ୱରରେ ବାତ୍ୟା ସ୍ଥିତିର ମନିଟରିଂ କରିବାକୁ…

ଅମାନିଆ ସିଦ୍ଧୁଙ୍କ ଅବୁଝା ଜିଦ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇପଡିଛି । କୃଷି ଆଇନକୁ ବିରୋଧ କରି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଘରେ କଳା ପତାକା ଲଗାଇଛନ୍ତି…

ଆଜି ଭଜନ ସମ୍ରାଟଙ୍କ ଶୁଭ ଜନ୍ମଦିନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୫-୦୫-୨୦୨୧ ଓଡ଼ିଆ ଭଜନ କିମ୍ବଦନ୍ତୀ ଗାୟକ ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ହେଉଛି ଜନ୍ମଦିନ। ଓଡ଼ିଆ ଭଜନ କୁ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କର ଈଶ୍ବରଦତ୍ତ ଅମୃତ କଣ୍ଠରେ ଗାଇଯାଇଛନ୍ତି ଅନେକ୍ ଭଜନ ଓ ଜଣାଣ। ସେ ଗାଇଥିବା…

ମାଡିଆସୁଛି ବାତ୍ୟା ‘ୟସ୍’ …

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ମାଡିଆସୁଛି ବାତ୍ୟା ‘ୟସ୍’ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ବାତ୍ୟା ‘ୟସ୍’ ବୁଧବାର ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି ।ତେବେ…

ବାତ୍ୟା ପାଇଁ ବାତିଲ ବିମାନ ସେବା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୫-୦୫-୨୦୨୧ ୨୬ ତାରିଖ ରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ପାବନ ବହିବ। ଏହି ପ୍ରାକୃତିକ ବିପର୍ଯ୍ୟୟ କୁ ଦୃଷ୍ଟିରେ ରଖି ବିମାନ ଉଡାଣ କମ୍ପାନୀଗୁଡ଼ିକ ବୁଧବାର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବିମାନ…

୨୪ ଘଣ୍ଟାରେ ୧୦,୯୩୯ କରୋନା ରୋଗୀ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୬୧୭୮ ଓ ଲୋକାଲରୁ ୪୭୬୧…

ମାଲକାନଗିରିରେ ଡଙ୍ଗାବୁଡି ଆଖି ବୁଜିଲେ ସାତଜଣ।

ମାଲକାନାଗିରି/ଅଷ୍ଟିନ୍ ନ୍ଯୁଜ ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ…

ଖାମଖିଆଲି ପଣ ପଜିଟିଭ ରିପୋର୍ଟ ଆସିବା ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ଢେଙ୍କାନାଲ ମୁଖ୍ୟ ଡାକ୍ତରରଖାନରେ କର୍ମଚାରୀଙ୍କ ଖାମଖିଆଲି ମନୋଭାବ । ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା ଜଣେ ଗର୍ଭବତୀଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବାରୁ ଚିକିତ୍ସା କଲେନି ସ୍ୱାସ୍ଥ୍ୟ କର୍ମଚାରୀ । ଏପରିକି କଟକ…

ଭୟଙ୍କର ରେଳ ଦୁର୍ଘଟଣା : ୨୦୦ରୁ ଅଧିକ ଆହତ….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଆହତ ହେଲେ ୨୦୦ରୁ ଅଧିକ ଯାତ୍ରୀ । ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ…

ଆଉ ଶୁଭିବନି ପ୍ରବଚନ, ଚାଲିଗଲେ ରାମ ଦାସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ସଭିଙ୍କ ପରିଚିତ ଏବଂ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ଆଉ ନାହାଁନ୍ତି । କୋଭିଡର କାଳ ଛାୟାରୁ ସେ ମଧ୍ୟ ବର୍ତ୍ତି ପାରିଲେ ନାହିଁ । ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଗାଧ୍ୟ ଜ୍ଞାନ ରଖିଥିବା…