News portal website
before header
Browsing Category

ବାଣିଜ୍ୟ

ଏହି ୭ ଜରୁରୀ ସେବା ପାଇଁ ବ୍ୟାଙ୍କକୁ ଦେବାକୁ ପଡିବ ଏତିକି ଟଙ୍କା ଚାର୍ଜ ……

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ କୌଣସି ନା କୌଣସି ବ୍ୟାଙ୍କର ସଞ୍ଚୟ ଖାତା ଅଛି । ଆପଣଙ୍କ ପାଖରେ ବି ଥିବ । ମାତ୍ର ଏହି ସଞ୍ଚୟ ଖାତା ମାଗଣା ମିଳିନଥାଏ । ଏହି ଖାତା ପାଇଁ କିଛି ଶୁଳ୍କ ଦେବାକୁ ପଡେ ଯାହାକୁ ବ୍ୟାଙ୍କ

୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧିର ଲକ୍ଷ୍ୟକୁ ବଡ଼ ଝଟକା, ଜାଣନ୍ତୁ କ’ଣ କହୁଛନ୍ତି Goldman Sachs

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ କରୋନା ଭାଇରସ ମହାମାରୀ ପ୍ରଥମ ଲହର ନିୟନ୍ତ୍ରଣ ଲାଗି ଜାରି ଲକଡାଉନ୍‌ କାରଣରୁ ହୋଇଥିବା ଆର୍ଥିକ କ୍ଷତି ୨୦୨୧-୨୨ରେ ଭରଣା ନେଇ ଭାରତର ଆକଳନକୁ ଝଟକା ଲାଗିପାରେ। ଏପରି ପୂର୍ବାନୁମାନ କରିଛନ୍ତି ଆମେରିକୀୟ ବ୍ରୋକରେଜ ଫାର୍ମ

କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ କରୋନାର ଦ୍ୱିତୀୟ ଲହର ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି।

ପୁଣି ୨ୟ ଦିନରେ ବଢିଲା ତୈଳ ଦର ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୫-୨୦୨୧ ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି ଅଏଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଦର ୧୯ ପଇସା ଏବଂ

ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ତା-୦୩-୦୫-୨୦୨୧ ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍‌ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍‌ର ବ୍ୟବହାର

ଚାକିରି ଅନିଶ୍ଚିତତାରେ ଶତକଡା ୯୫ ଭାଗ ଭାରତୀୟ।

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୦୧/୦୫/୨୦୨୧ ପ୍ରତିଷ୍ଠାନର ‘ପ୍ୟୁପିଲ ଆଟ୍ ୱାର୍କ -୨୦୨୧ ଏ ଗ୍ଲୋବାଲ ୱାର୍କ ଫୋର୍ସ ଭ୍ୟୁ ’ ରିପୋର୍ଟ ଅନୁସାରେ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଏବେ ଭାରତରେ କର୍ମଜୀବିଙ୍କ ମଧ୍ୟରେ ନିଯୁକ୍ତି ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି। ପ୍ରାୟ ୯୫

2021ରେ ଭାରତରେ 5G ସେବା

ଭୁବନେଶ୍ବର: ତା-୮-୧୨-୨୦୨୦ ଭାରତୀୟ ମୋବାଇଲ‌ କଂଗ୍ରେସ(IMC)ରେ ରିଲାଏନ୍‌ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ୨୦୨୧ ମଝି ସୁଦ୍ଧା ଭାରତରେ 5G ସୁବିଧା ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ସୁବିଧାରେ ମିଳିବା ଲାଗି ନୀତିରେ ସୁଧାର ଲୋଡ଼ା ବୋଲି ସେ

ଆଜି ରାତି ୧୨ଟାରୁ ସମସ୍ତଙ୍କ ପାଇଁ ନେଟଫ୍ଲିକ୍ସ ଫ୍ରି

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ଆପଣ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ୱେବ୍ ସିରିଜ୍ ଏବଂ ଶୋ ଦେଖିବାକୁ ଭଲ ପାଆନ୍ତି କି ?  ଆପଣଙ୍କ ପାଇଁ ନେଟଫ୍ଲିକ୍ସ ଆଣିଛି ବହୁତ ଭଲ ଅଫର୍ ।  ବର୍ତ୍ତମାନ ଆପଣ ଆଗାମୀ ଦୁଇ ଦିନ ଅର୍ଥାତ୍ 5 ଏବଂ 6 ଡିସେମ୍ବର ପାଇଁ ନେଟଫ୍ଲିକ୍ସରେ ୱେବ୍ ସିରିଜ୍ ଏବଂ

ପୋଷ୍ଟାଲରେ ଆକାଉଣ୍ଟ ଖୋଲିଛନ୍ତି କି ? ତେବେ ଶୀଘ୍ର କରନ୍ତୁ ଏହି କାମ ନଚେତ୍ କଟିଯବ ୧୦୦ ଟଙ୍କା

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ଡାକଘରେ ସଞ୍ଚୟ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।  ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଇଣ୍ଡିଆ ପୋଷ୍ଟ ବାଧ୍ୟତାମୂଳକ କରିଛି।  ସର୍ବନିମ୍ନ ସନ୍ତୁଳନ ବଜାୟ ରଖିବା ପାଇଁ ଇଣ୍ଡିଆ ପୋଷ୍ଟ ମଧ୍ୟ ଏକ ସମୟସୀମା

ଚାଇନିଜ ଫୋନ ର ଅସ୍ତିତ୍ୱ ଶେଷ

ଭୁବନେଶ୍ବର ତା-୨୯-୦୬-୨୦୨୦ ବର୍ତ୍ତମାନ ଚାଇନା ଜିନିଷକୁ ବର୍ଜନ ପାଇଁ ଦେଶ ସାରା ଆନ୍ଦୋଳନ ଚାଲିଥିବା ବେଳେ, ସ୍ବଦେଶୀ ଜିନିଷ ବ୍ୟବହାର ପାଇଁ ଭାରତର ଅନେକ କମ୍ପାନୀ ଲାଗି ପଡିଛନ୍ତି। ତେବେ ସବୁଠାରୁ ଅଧିକ ବ୍ୟବହୃତ ମୋବାଇଲ ଜାହାକୁ ବାଇକଟ୍ ପାଇଁ ସାରା ଦେଶରେ ଆନ୍ଦୋଳନ