News portal website
before header
[URIS id=5393]

ବିବାଦ ପରେ ମୁଢ଼ି ଚୂଡା ଇତ୍ୟାଦିରୁ GST ଛାଡ

0 229

ବହୁ ବାଦ ବିବାଦ ପରେ GST ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖୋଲାରେ GST ବିକିଲେ ଲାଗୁ ହେବ ନାହିଁ। ଡାଲି, ଗହମ, ରାଇ, ଓଡ୍‌ସ, ମକ୍କା, ଚାଉଳ, ଅଟା, ସୁଜି, ବେସନ, ମୁଢ଼ି ଏବଂ ଲସି ଖୋଲାରେ ବିକ୍ରି କଲେ GST ଲାଗୁ ହେବନି ।

Leave A Reply

Your email address will not be published.