News portal website
before header
[URIS id=5393]

2021ରେ ଭାରତରେ 5G ସେବା

0 175

ଭୁବନେଶ୍ବର:

ତା-୮-୧୨-୨୦୨୦

ଭାରତୀୟ ମୋବାଇଲ‌ କଂଗ୍ରେସ(IMC)ରେ ରିଲାଏନ୍‌ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ୨୦୨୧ ମଝି ସୁଦ୍ଧା ଭାରତରେ 5G ସୁବିଧା ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ସୁବିଧାରେ ମିଳିବା ଲାଗି ନୀତିରେ ସୁଧାର ଲୋଡ଼ା ବୋଲି ସେ କହିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନ କୌଶଳ ଆଧାରିତ ହେବ । ଏହା ଫଳରେ ଭାରତ ଦ୍ବିତୀୟ ଶିଳ୍ପ ବିପ୍ଳବର ନେତୃତ୍ବ ନେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। ଏହା ବ୍ୟତୀତ କରୋନା କାଳରେ ଜନସାଧାରଣଙ୍କ ଜୀବନରେ ଇଣ୍ଟରନେଟ ର ଉପଯୋଗିତା ନେଇ ଆଲୋକପାତ କରିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.