News portal website
before header
Browsing Category

ଦେଶ ବିଦେଶ

ଆଦାନୀ ଦୁର୍ନୀତିର ଜେପିସି ତଦନ୍ତ କର;CPI(M)

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ ୩୦/୦୩/୨୦୨୩ ଗୌତମ ଆଦାନୀ ଗ୍ରୁପ କମ୍ପାନୀ ବିଶ୍ୱ ଅର୍ଥନୀତିରେ ରଚିଥିବା ମହା ଦୁର୍ନୀତିର ପର୍ଦାଫାଶ କରିବା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି )ଦ୍ୱାରା ତଦନ୍ତ ଦାବୀ ସହିତ ରାହୁଲ ଗାନ୍ଧୀଙ୍କ ଏମପି ସଦସ୍ୟ ପଦ ରଦ୍ଧ ଭଳି ମୋଦୀ ସରକାରଙ୍କର କୁତ୍ସିତ

ଦେଖୁଛନ୍ତି ତ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ?

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ରାସ୍ତା ସଂପ୍ରସାରଣ ଓ ସୁଦ୍ରୁଢିକରଣ ପାଇଁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ମଜବୁତ କରିବା ପାଇଁ, ଗ୍ରାମ ଉନ୍ନୟନ ମନ୍ତ୍ରଣାାଳୟ ଭାରତ ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାର କୋଟି କୋଟି ଟଙ୍କା ପାଣ୍ଠି ଯୋଗାଇ ଦେଉଛନ୍ତି।

ସାଉଡିଆ ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୫-ଅଗଷ୍ଟ-୨୦୨୨ ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ସାଉଡିଆ ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ତୁଷାରକାନ୍ତ ଜେନା,ପତାକା ଉତ୍ତୋଳନ କରିଥିଲେ।

ରଇପୁର ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୫-ଅଗଷ୍ଟ-୨୦୨୨ ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ରଇପୁର ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ବ୍ରଜମୋହନ ସାମଲ, ପତାକା ଉତ୍ତୋଳନ କରିଥିଲେ।

ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?

ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ

ତାଇୱାନ ଚାରିପଟେ କ୍ଷେପଣାସ୍ତ୍ର ବର୍ଷା କଲା ଚୀନ୍

ସମରାଭ୍ୟାସ ଆଳରେ ଚୀନ୍‌ର ଆତଙ୍କରାଜ। ତାଇୱାନର ଚାରିପଟେ କ୍ଷେପଣାସ୍ତ୍ର ବର୍ଷା କଲା ଚୀନ୍। ୬ଟି ଅଞ୍ଚଳରେ ସମରାଭ୍ୟାସ ସହ ଗୁଳିଗୋଳା ବର୍ଷଣ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଅନ୍ୟ ପକ୍ଷରେ ତାଇୱାନ ବି ୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ସୂଚନା ରହିଛି। ଚୀନ୍‌ର ସମରାଭ୍ୟାସ ଜାତିସଂଘ

ପ୍ରକାଶ_ପାଇଲା_CBSE_ଦଶମ_ରେଜଲ୍ଟ

ପ୍ରକାଶ ପାଇଛି ସିବିଏସ୍‌ଇ ୧୦ମ ଶ୍ରେଣୀ ରେଜଲ୍ଟ। ଚଳିତ ବର୍ଷ ୨୧,୦୯,୨୦୮ ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ତେବେ ୯୪.୪୦% ପିଲା ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍‌ କରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୧.୪୧% ଅଧିକ। ସେହିପରି ଟ୍ରାନ୍ସଜେଣ୍ଡର

ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ!

ଦିଲ୍ଲୀର ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଲଜି ଏବଂ କେଜରିୱାଲ। ଉପ ରାଜ୍ୟପାଳ ସକ୍ସେନା ଏବେ ନୂଆ ଅବକାରୀ ନୀତିଧ