Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ଆଜି ଆର୍ନ୍ତଜାତୀୟ ଶ୍ରମିକ ଦିବସ।
କଟକ/ଅଷ୍ଟିନ୍ ନ୍ୟୁଜ୍
ତା-୧-୦୫-୨୦୨୧
ଆଜି ହେଉଛି "ମେ ଡେ" ବା "ଆନ୍ତର୍ଜାତୀୟ ଶ୍ରମିକ ଦିବସ"। ଏହି ଦିବସ ର ଉତ୍ପତ୍ତି ଦିନକୁ ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ରୁ ହୋଇଥିଲ ଯାହାକୁ ପରବର୍ତ୍ତୀ ସମୟରେ ଏକ ଆନ୍ଦୋଳନ ରେ ପରିଣତ ହୋଇଥିଲା। ୧୮୮୨ ମସିହା ରେ ପ୍ରଥମ ଥର ପାଇଁ ଏହି!-->!-->!-->!-->!-->…
“ଶ୍ରମିକ ଓ ସାମ୍ବାଦିକ “- ଡାଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ଆଲେଖ୍ୟ।
"ସାମ୍ବାଦିକ" ପୃଥିବୀର ଅନ୍ୟତମ କଷ୍ଟକର ଓ ଭୟାନକ ଚାକିରି କରୁଥିବା, ସବୁ ସାମ୍ବାଦିକଙ୍କୁ ମଇ ଦିବସର ଅଶେଷ ଶୁଭେଚ୍ଛା।
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୦୧-୦୫-୨୦୨୧
ସାରାବିଶ୍ୱରେ ମଇ ୧ତାରିଖକୁ ଅର୍ନ୍ତଜାତୀୟ ଶ୍ରମିକ ଦିବସ ମାନ୍ଯତା ମିଳିଥିବା ବେଳେ, ଦୀର୍ଘ ଦୁଇ!-->!-->!-->!-->!-->!-->!-->!-->!-->…
କୋଭିଡ ଟୀକା ୩୦୦ଟଙ୍କା କମିଲା
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୩୦/୦୪/୨୦୨୧
ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭିସିଲ୍ ଟିକାର ଦାମ ହ୍ରାସ କରିଥିବା ବେଳେ ଗୁରୁବାର କୋଭାfନ ଟିକା ପ୍ରସ୍ତୁତ କରିଥିବା ଭାରତ | ବାୟୋଟେକ ସମାଜ ପଦକ୍ଷେପ ନେଇଛି। ଗୁରୁବାର ଭାରତ ବାୟୋଟେକ |
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ; ଦିନକରେ ବଢିଲା ୨୩୧୩।
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୯/୦୪/୨୦୨୧
ରାଜଧାନୀରେ ରେକର୍ଡ ବ୍ରେକିଂ ସଂକ୍ରମଣ । ଦିନକରେ ବଢିଲା ୨୩୧୩ । କରୋନାର ଏ ଲମ୍ବଡିଆଁ ଛାତି ଥରାଇଲା ଭଳି । ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା କଥାକୁ ଖୋଦ୍ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଛି ।!-->!-->!-->!-->!-->…
ହାଇକୋର୍ଟଙ୍କ ଛାଟ ପରେ ଆହୁରି କଠୋର ହେଲେ ନିର୍ବାଚନ କମିଶନର
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୨୮/୦୪/୨୦୨୧
ମାଡ୍ରାସ ହାଇକୋର୍ଟଙ୍କ ଛାଟ ପରେ ନିର୍ବାଚନ କମିଶନ ଆହୁରି ଆଇନ୍ କଡ଼ାକଡ଼ି କରିଛନ୍ତି। ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍!-->!-->!-->!-->!-->…
“ଶତାବ୍ଦୀର ଆର୍ତ୍ତନାଦ”-ପଦ୍ମଭୂଷଣ ଡଃ.ମନୋଜ ଦାସଙ୍କ ପରଲୋକ!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୪-୨୦୨୧
ମହାନ୍ ସାରସ୍ଵତ ସାଧକ , ସର୍ବାଧିକ ଜନପ୍ରିୟ ସ୍ରଷ୍ଟା ପଦ୍ମଭୂଷଣ ଡଃ ମନୋଜ ଦାସ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ବହୁମୁଖି ପ୍ରତିଭାଦୀପ୍ତଙ୍କ ଅଵର୍ତ୍ତମାନ ରେ ଦୁଃଖ ଅବର୍ଣ୍ଣନୀୟ, ଶୂନ୍ୟସ୍ଥାନ ଅପୂରଣୀୟ ।
!-->!-->!-->!-->!-->!-->!-->…
ବଢୁଛି ସଂକ୍ରମଣ : ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ୍ ଲାଗୁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
୨୬/୦୪/୨୦୨୧
ସାରାଦେଶରେ କରୋନାର ଭୟାବହତା ବ୍ୟାପକ ହେବାରେ ଲାଗିଛି । କର୍ଣ୍ଣାଟକରେ ମଧ୍ୟ ସ୍ଥିତି ଅଣାୟତ ହେବାକୁ ଲାଗିଲାଣି । ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖୁ କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍ (କୋଭିଡ୍!-->!-->!-->!-->!-->…
କରୋନାର ଦ୍ବିତୀୟ ଲହରରେ କ’ଣ ରହିବ ଓଡିଶାରେ କଟକଣା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ।!-->!-->!-->…
