News portal website
before header
Browsing Category

ଦେଶ ବିଦେଶ

ଏୟାର ଇଣ୍ଡିଆର ୪୫ଲକ୍ଷ ଯାତ୍ରୀଙ୍କ ଡାଟା ଲିକ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୫-୨୦୨୧ ସରକାରୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ । ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଥିବା ମାମଲା ନଜରକୁ ଆସିଛି । କମ୍ପାନୀ ସୂଚନା ଅନୁଯାୟୀ ଏହି ଘଟଣା ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟକୁ…

ଆରପାରିରେ କିମ୍ବଦନ୍ତୀ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୧-୦୫-୨୦୨୧ କୁହାଯାଏ ଯେ ଗୋଟିଏ ଗଛ ବି କମ୍ ହେଲେ ସାରା ଜଙ୍ଗଲ କାନ୍ଦେ, ଆଜି ଏକ ମହାଦ୍ରୁମଙ୍କର ବିୟୋଗ ସାରା ଜଙ୍ଗଲ ଓ ମାନବ ସାମାଜ କୁ ଶୋକାକୁଳ କରି ଛାଡ଼ି ଚାଲିଯାଇଛି। ବିଶେଷ ପରିବେଶବିତ୍ ଓ ଚିପ୍କୋ ଆନ୍ଦୋଳନ ପାଇଁ ଡାକରା ଦେଇଥିବା ସୁନ୍ଦରଲାଲ୍…

ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ; ଭୁବନେଶ୍ୱର ପରେ ବୁର୍ଲାରେ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ କରୋନା କାଳରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରୋଗୀ…

ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ପଞ୍ଜାବର ମୋଗାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।ସୂଚନାନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ…

ଘରେ ରହି କରିପାରିବେ କୋରୋନା ଟେଷ୍ଟ….

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଏବେ କରୋନା ଯାଞ୍ଚ ପାଇଁ ଆପଣଙ୍କୁ ନା ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡିବ ନା ନମୂନା ସଂଗ୍ରହ ପାଇଁ କାହାକୁ ଘରକୁ ଡକାଇବା ଆବଶ୍ୟକତା ପଡିବ। ଆପଣ ନିଜେ ସହଜରେ କରୋନା ଯାଞ୍ଚ କରି ପାରିବେ। ଘରେ କୋଭିଡ୍ ଯାଞ୍ଚ ପାଇଁ ପ୍ରଥମ…

୨୬ରେ ସ୍ଥଳଭାଗ ଛୁଇଁବ ‘ୟଶ’ ….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୬ ତାରିଖ ବେଳକୁ ବାତ୍ୟା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁପାରେ। ତେଣୁ ରାଜ୍ୟ ସରକାର…

ବ୍ଲକ ଫଙ୍ଗସକୁ ମହାମାରି ଘୋଷଣା କଲେ ରାଜସ୍ଥାନ ସରକାର ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୧୯-୦୫-୨୦୨୧ ଦିନକୁ ଦିନ ବଢ଼ୁଛି ବ୍ଲାକ ଫଙ୍ଗସର ଭୟ ବଢ଼ିବାରେ ଲାଗିଛି। ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଭାବରେ ଘୋଷଣା କରିଛନ୍ତି । ରାଜସ୍ଥାନ ପାଣ୍ଡେମିକ୍ ଆକ୍ଟ ୨୦୨୦ ର ଧାରା ୩ ଅନୁଯାୟୀ ସମଗ୍ର ରାଜ୍ୟରେ ବ୍ଲାକ ଫଙ୍ଗସକୁ…

ବିଭିନ୍ନ ଆମ୍ବୁଲାନ୍ସ ସେବା ପାଇଁ ସର୍ବାଧିକ ଦର ନିର୍ଦ୍ଧାରଣ କଲେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ରାଜ୍ୟରେ ବିଭିନ୍ନ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ବେସିକ୍ ଆମ୍ବୁଲାନ୍ସ ସେବା ଏବଂ ଆଡଭାନ୍ସ ଆମ୍ବୁଲାନ୍ସ ସେବା ଲାଗି ଆଜି ରାଜ୍ୟ ସରକାର ଦର ନିର୍ଦ୍ଧାରଣ କରିଛନ୍ତି ଏବଂ ଏହା ଆଜିଠୁ ଲାଗୁ ହେବାକୁ ନିଷ୍ପତି ହୋଇଛି ।…

WHOର ସପ୍ତାହିକ ରେପୋର୍ଟ ଅନୁଯାୟୀ ଭାରତରେ ହ୍ରାସ ହେଉଛି ସଂକ୍ରମଣ ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୋମବାର ଆହୁରି ହ୍ରାସ ହୋଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାରରୁ ତଳକୁ ଆସିଛି। ତେବେ ପରୀକ୍ଷଣ ଅଭାବରୁ ଦେଶର ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣର ବାସ୍ତବିକ…

ବାତ୍ୟାର ତାଣ୍ଡବ ଗଲା ୮ ଜୀବନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ବାତ୍ୟା ତଉକତେ ତାର ପ୍ରଭାବ ଦେଖାଇଛି । କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ…