News portal website
before header
[URIS id=5393]

ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ; ଭୁବନେଶ୍ୱର ପରେ ବୁର୍ଲାରେ ଚିହ୍ନଟ

0 272

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୫-୨୦୨୧

କରୋନା କାଳରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରୋଗୀ ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର । ସେ ଭୀମସାରର ଇଏନଟି ବିଭାଗରେ ଚିକିତ୍ସିତ ହେଉଛନ୍ତି । ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ଏନେଇ ସୂଚନା ଦେଇଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ରାଜ୍ୟ ସରକାର ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସକୁ ମହାମାରୀ ଅଧିସୂଚିତ ରୋଗ ଘୋଷଣା କରିଛନ୍ତି । ପୂର୍ବରୁ ସରକାର ବ୍ଲାକ ଫଙ୍ଗସ୍ ପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ମଧ୍ୟ ଗଠନ କରିଛନ୍ତି । ବିଶେଷକରି କରୋନା ଚିକିତ୍ସା ବେଳେ ରୋଗୀଙ୍କୁ ଦିଆଯାଉଥିବା ଷ୍ଟେରଏଡ୍ ଯୋଗୁଁ ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଉଛି ଫଳରେ ବ୍ଲାକ ଫଙ୍ଗସ୍ ଭଳି ଗୁରୁତର ରୋଗ ହେଉଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.