ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର

ତା-୧୯-୦୫-୨୦୨୧
ଦିନକୁ ଦିନ ବଢ଼ୁଛି ବ୍ଲାକ ଫଙ୍ଗସର ଭୟ ବଢ଼ିବାରେ ଲାଗିଛି। ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଭାବରେ ଘୋଷଣା କରିଛନ୍ତି । ରାଜସ୍ଥାନ ପାଣ୍ଡେମିକ୍ ଆକ୍ଟ ୨୦୨୦ ର ଧାରା ୩ ଅନୁଯାୟୀ ସମଗ୍ର ରାଜ୍ୟରେ ବ୍ଲାକ ଫଙ୍ଗସକୁ ମହାମାରୀ ଭାବରେ ସୂଚିତ କରିଛନ୍ତି ସରକାର।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁ ଡାଇବେଟିସ ରୋଗୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଆରୋଗ୍ୟ ହେବା ପରେ ଅଧିକାଂଶଙ୍କ ପାଖରେ ଏହି ବ୍ଲାକ ଫଙ୍ଗସ ଆକ୍ରାନ୍ତ ବୃଦ୍ଧି ପାଉଛନ୍ତି । ଗୋଟିଏ ଆଖି ମଧ୍ୟ ବାହାର କରି ଦେଉଛନ୍ତି। ଏଯାବତ ରାଜସ୍ଥାନରେ ପ୍ରାୟ 100ରୁ ଅଧିକ ବ୍ଲାକ ଫଙ୍ଗସର ଶିକାର ହୋଇଛନ୍ତି। ଏସବୁର ଚିକିତ୍ସା ପାଇଁ ଜୟପୁରର ଏସଏମଏସ ହସ୍ପିଟାଲ ଏକ ଅଲଗା ୱାର୍ଡ ନିର୍ମାଣ କରିଛନ୍ତି। ଯେଉଁଠାରେ ବ୍ଲାକ ଫଙ୍ଗସକୁ ଗୁରୁତର ସହ ନିଆଯାଇ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

