News portal website
before header
[URIS id=5393]

ଆରପାରିରେ କିମ୍ବଦନ୍ତୀ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା

0 422

କଟକ /ଅଷ୍ଟିନ୍ ନ୍ୟୁଜ

Notice

ତା – ୨୧-୦୫-୨୦୨୧

କୁହାଯାଏ ଯେ ଗୋଟିଏ ଗଛ ବି କମ୍ ହେଲେ ସାରା ଜଙ୍ଗଲ କାନ୍ଦେ, ଆଜି ଏକ ମହାଦ୍ରୁମଙ୍କର ବିୟୋଗ ସାରା ଜଙ୍ଗଲ ଓ ମାନବ ସାମାଜ କୁ ଶୋକାକୁଳ କରି ଛାଡ଼ି ଚାଲିଯାଇଛି। ବିଶେଷ ପରିବେଶବିତ୍ ଓ ଚିପ୍କୋ ଆନ୍ଦୋଳନ ପାଇଁ ଡାକରା ଦେଇଥିବା ସୁନ୍ଦରଲାଲ୍ ବହୁଗୁଣାଙ୍କର ଆଜି ଅପରାହ୍ନ ରେ କରୋନା ରେ ବିୟୋଗ ଘଟିଛି। ସେ ଏ. ଆଇ. ଆଇ. ଏମ୍. ଏସ୍ ରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ସ୍କୁଲ୍ ଛାତ୍ରଛାତ୍ରୀମାନେ ସବୁବେଳେ ଚିପ୍କୋ ଆନ୍ଦୋଳନ ବିଷୟ ବହି ରେ ପଢି ପ୍ରେରଣା ପାଆନ୍ତି, ଆଜି ସେହି ପ୍ରେରଣାଦାତା ଙ୍କୁ କରୋନା ମହାମାରୀ ଛଡାଇ ନେବା ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି। ତାଙ୍କ ବୟସ ୯୪ ଥିବା ଜଣା ପଡିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ମୁଖ୍ୟମନ୍ତ୍ରୀ ତ୍ରିନାଥ ସିଂହ ରାୱତ ଏହି ଖବର କୁ କେବଳ ଉତ୍ତରାଖଣ୍ଡ ନୁହଁ ଏହା ସାରା ଭାରତ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି। ସେ କହିଛନ୍ତି, ” ଏକଦା ସେ ହିଁ ଚିପ୍କୋ ଆନ୍ଦୋଳନକୁ ଏକ ସମୂହ ଆନ୍ଦୋଳନ ରେ ପରିବର୍ତ୍ତନ କରାଇଥିଲେ”।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.