Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ପରଲୋକ।
ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର
ତା-୦୭-୦୭-୨୦୨୧
ପ୍ରଖ୍ୟାତ ସିନେ କଳାକାର ଦୀଲ୍ଲପ କୁମାର ଙ୍କ ପରଲୋକ ହୋଇଯାଇଛି। ବଲିଉଡ ଜଗତରେ ଦୀର୍ଘ ବର୍ଷ ଧରି ରାଜ ଚଲାଇ ଆସୁଥିଲେ ନିଜର ଅଭିନୟ ଜାଦୁଗରରେ, ହେଲେ ଆଗକୁ ଆଉ ଦେଖିବାକୁ ମିଳିବ ନାହିଁ ତାଙ୍କର ସେ ନିଖୁଣ ଅଭିନୟର ଜାଦୁଗରୀ। ଦୀଲ୍ଲିପ!-->!-->!-->!-->!-->…
ଜାପାନରେ ବର୍ଷା ହୋଇ ଧସିଲା ପାହାଡ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୭-୨୦୨୧
ଜାପାନରେ ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏହି ଘଟଣା ଯାହାର ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର!-->!-->!-->!-->!-->…
ମମତା ବାନାର୍ଜୀ ଲେଖିଲେ ତିନୋଟି ଚିଠି ; କହିଲେ ଏମିତି ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
ପଶ୍ଚିମବଙ୍ଗର ରାଜ୍ୟପାଳ ଜଣେ ଲାଞ୍ଚଖୋର ବ୍ୟକ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଟାର୍ଗେଟ କରି!-->!-->!-->!-->!-->…
ଭ୍ୟାକସିନ ପାଇଁ ଭାରତର ସେନା ମୁଖ୍ୟ ନରଓ୍ବଣେଙ୍କୁ ଚିଠି ଲେଖିଲେ; ନେପାଳର ଅବସରପ୍ରାପ୍ତ ଗୋର୍ଖା ସୈନିକ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୬-୨୦୨୧
ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟ କରିଥିବା ପଡୋଶୀ ନେପାଳର ଗୋର୍ଖା ସୈନିକମାନେ ଟିକା ପାଇଁ ଭାରତୀୟ ସେନା ମୁଖ୍ୟ ଏମ. ଏମ. ନରଓ୍ବଣେଙ୍କୁ ଅନୁରୋଧ କରିଛନ୍ତି । ଗୋର୍ଖା ସୈନିକ ଏବଂ ତାଙ୍କ ପରିବାର ଲୋକଙ୍କୁ ଭାରତୀୟ!-->!-->!-->!-->!-->…
କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ନେଇ ଆଲୋଚନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ଶେଷ ହୋଇଛି ସାଢେ ତିନି ଘଣ୍ଟାର ବୈଠକ । ମାରାଥନ ମିଟିଙ୍ଗ, ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଘଟିଛି ଅନ୍ତ । ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୁରତା । ଆଜି ୭ ଲୋକ!-->!-->!-->!-->!-->…
ଗଶେଶ ପୂଜାରେ ବଜାରକୁ ଆସିବ: ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ,ଜାଣନ୍ତୁ କେମିତି?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଆମ୍ବାନୀ ୪୪ ତମ ଏଜିଏମରେ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବା ନେଇ ଘୋଷଣା କରିଛି। ଏହି ଅବସରରେ ଅମ୍ବାନୀ କହିଛନ୍ତି, ଏବେ ସୁଦ୍ଧା ଦେଶରେ ୩୦ କୋଟି ଲୋକ!-->!-->!-->!-->!-->…
ଛିଡୁନି କଂଗ୍ରେସ କନ୍ଦଳ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୬-୨୦୨୧
ରାଜସ୍ଥାନ ଓ ପଞ୍ଜାବ ପରି ରାଜ୍ୟରେ ଅନ୍ତଃକନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ସାମ୍ନାରେ ଆଉ ଏକ ମୁସ୍କିଲ। ଏବେ କର୍ଣ୍ଣାଟକରେ ପାର୍ଟି ଭିତରେ ଆରମ୍ଭ ହୋଇଯାଇଛି ନାଟକ। ରାଜ୍ୟରେ କଂଗ୍ରେସ ବିରୋଧୀ ଦଳ ଭୂମିକାରେ!-->!-->!-->!-->!-->…
ୟୁପିରେ ଧର୍ମ ପରିବର୍ତ୍ତନ ର୍ୟାକେଟ୍ ର ପର୍ଦ୍ଦାଫାଶ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଏହି ରାକେର୍ଟ ମୂକ, ବଧୀର ପିଲା ଓ ମହିଳାଙ୍କୁ ଟାର୍ଗେଟ କରି ଲୋକଙ୍କୁ ଧର୍ମ!-->!-->!-->!-->!-->…
ଅନଲାଇନରେ ଅମରନାଥ ଦର୍ଶନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତାବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେରଖୁ ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର!-->!-->!-->!-->!-->…
ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଜନତା ଆସିଲେ ଯୋଗ ଆସନରେ।
ଅଷ୍ଟିନ୍ ନ୍ୟୁଜ୍/ ନୂଆଦିଲ୍ଲୀ
ତା-୨୧-୦୬-୨୦୨୧
ଆର୍ନ୍ତଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି କରୁଛନ୍ତି ଯୋଗ।ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଆସନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି।
କେବଳ ଭାରତର ରାଷ୍ଟ୍ରପତି ନୁହନ୍ତି!-->!-->!-->!-->!-->!-->!-->!-->!-->…
