News portal website
before header
[URIS id=5393]

ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ପରଲୋକ।

0 659

ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର

Notice

ତା-୦୭-୦୭-୨୦୨୧

ପ୍ରଖ୍ୟାତ ସିନେ କଳାକାର ଦୀଲ୍ଲପ କୁମାର ଙ୍କ ପରଲୋକ ହୋଇଯାଇଛି। ବଲିଉଡ ଜଗତରେ ଦୀର୍ଘ ବର୍ଷ ଧରି ରାଜ ଚଲାଇ ଆସୁଥିଲେ ନିଜର ଅଭିନୟ ଜାଦୁଗରରେ, ହେଲେ ଆଗକୁ ଆଉ ଦେଖିବାକୁ ମିଳିବ ନାହିଁ ତାଙ୍କର ସେ ନିଖୁଣ ଅଭିନୟର ଜାଦୁଗରୀ। ଦୀଲ୍ଲିପ କୁମାରଙ୍କ ପରଲୋକ ରେ ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି।

Leave A Reply

Your email address will not be published.