News portal website
before header
[URIS id=5393]

ମମତା ବାନାର୍ଜୀ ଲେଖିଲେ ତିନୋଟି ଚିଠି ; କହିଲେ ଏମିତି ?

0 178

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୮-୦୬-୨୦୨୧

ପଶ୍ଚିମବଙ୍ଗର ରାଜ୍ୟପାଳ ଜଣେ ଲାଞ୍ଚଖୋର ବ୍ୟକ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଟାର୍ଗେଟ କରି ତାଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କହିଥିଲେ ଏବଂ ତାଙ୍କ ନାମରେ ଜୈନ ହାୱାଲା ମାମଲାରେ ଥିଲା ବୋଲି ଆକ୍ଷେପ କରିଛନ୍ତି।ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧଖରଙ୍କୁ ହଟାଇବା ପାଇଁ ସେ ତିନିଟି ଚିଠି ଲେଖିଛନ୍ତି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହଟାଇବା ପାଇଁ ମୁଁ ତିନୋଟି ଚିଠି ଲେଖିଛି। ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ୧୯୯୬ ମସିହାରେ ହାୱା ଜୈନ ମାମଲାର ଅଭିଯୋଗରେ ତାଙ୍କ ନାମ ଥିଲା ବୋଲି ସିଏମ ମମତା ବାନାର୍ଜୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଟିଏମସି ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ନୋକ୍ ଝୋକ୍ ଲାଗି ରହିଥିବା ବେଳେ ଗତ ସପ୍ତାହରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଟିଏମସି ରାଜ୍ୟସଭାରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ ପାଇଛି।

ମମତା ବାନାର୍ଜୀ ନେତୃତ୍ୱାଧୀନ ଦଳ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ ଯେ ସମାନ ପ୍ରସଙ୍ଗରେ ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ବାନାର୍ଜୀ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀଙ୍କ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ରାଜ୍ୟରେ ବିଧାନସଭା ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ।ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ମଧ୍ୟ ଗତ ସପ୍ତାହରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ସଂସଦୀୟ ପ୍ରସଙ୍ଗରେ ରାଜ୍ୟପାଳ ଧନଖରଙ୍କ ଅତ୍ୟଧିକ ହସ୍ତକ୍ଷେପ ସମ୍ପର୍କରେ ଅଭିଯୋଗ କରିଥିଲେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.