କଟକ /ଅଷ୍ଟିନ୍ ନ୍ୟୁଜ

ତା ୨୧-୦୫-୨୦୨୧
ଭାରତୀୟ ଧାବକ ପଦ୍ମଶ୍ରୀ ମିଲ୍ଖା ସିଂହ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଏବେ ଗୃହ ସଂଗରୋଧ ରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟାବସ୍ଥ ମଧ୍ୟ ସ୍ଥିର ରହିଛି।

ଏକ ଗଣମାଧ୍ୟମ କୁ ଟେଲିଫୋନ୍ ଜରିଆରେ ସେ କହିଛନ୍ତି “ଜଙ୍ଗି ସାରି ମୁଁ ଘରକୁ ଫେରିଲା ପରେ ମୋ ରିପୋର୍ଟ୍ ପଜିଟିଭ୍ ଆସିଥିବା ମୁଁ ଜାଣିବାକୁ ପାଇଲି। ମୋର କୌଣସି ପ୍ରକାର ଲକ୍ଷଣ ନାହିଁ। ଗତ କାଲି ସନ୍ଧ୍ୟାରେ ସାମାନ୍ୟ ଜ୍ଵର ଥିଲା, କିନ୍ତୁ ବର୍ତ୍ତମାନ୍ କିଛି ନାହିଁ। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରିବି। କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ତାଙ୍କ ବୟସ ଏବେ ୯୧ ବର୍ଷ। ସମ୍ପୂର୍ଣ୍ଣ ସୁସ୍ଥ ହେବ ପରେ ରେ ଟିକା ନେବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
